କରୋନା ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

Spread the love

କୋରେଇ, ୧୧/୦୮/୨୦୨୧ (ସନ୍ଧାନ ନିୟୁଜ)ଆଜମିର ଆକାଶ) ଯାଜପୁର ଜିଲ୍ଲା କରୋଇ ଅଂଚଳରେ କରୋନା ଏବଂ ଡେଙ୍ଗୁ, ମେଲେରିଆ, ଡାଇରିଆ ଆଦି ବିଭିନ୍ନ ରୋଗ ସମ୍ପର୍କରେ ସଚେତନତା କାର୍ଯ୍ୟକମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଦକପୁର ଗ୍ରାମ ପଂଚାୟତର ଗାଁ କଲ୍ୟାଣ ସମିତି (ଫାଜଲପୁର, ସାଦକପୁର, ଚୋରଦା, ବାରଦା) ପକ୍ଷରୁ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମକୁ ସିଡିପିଓ ଶକୁନ୍ତଳା ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସ୍ୱାସ୍ଥର୍କମୀ ମଞ୍ଜୁଲତା ସେନାପତି,ଶିବାନନ୍ଦ ଦାସ, ଅଙ୍ଗନୱାଡି କର୍ମୀ ପ୍ରଜ୍ଞାମୟୀ ସୁଜାତା, ଉର୍ମିଳା ମହାନ୍ତି, ବନ୍ଦିତା ମହାନ୍ତି, ମଞ୍ଜୁଲତା ମହାନ୍ତି ଏବଂ ସାଦକପୁରର ସମସ୍ତ ଆଶା ଏବଂ ଅନ୍ୟ ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ରହି ବିଭିନ୍ନ ରୋଗ ସମ୍ପର୍କରେ ବୁଝାଇବା ସହିତ ଏକ ସଚେତନତା ରାଲି କରିଥିଲେ ।

Related Posts

About The Author

Add Comment