ରାଉରକେଲା,୨୮/୦୮/୨୦ (ସନ୍ଧାନ ନିଉଜ): ମହାମାରୀ କରୋନାରେ ରାଉରକେଲା ସାରନଗରୀ ଅଂଚଳରେ ରହୁଥିବ ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ଗୁରୁବାର ବିଳମ୍ବିତ ରାତ୍ରିରେ ମୃତ୍ୟୁ ହୋଇଯାଇଛି । ଏହି ଖବର ରାଉରକେଲାରେ ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଲହରୀ ଖେଳିଯାଇଛି । ସହରର ଶତାଧିକ ଅନୁଷ୍ଠାନ ପକ୍ଷରୁ ତାଙ୍କ ମୃତ୍ୟୁରେ ଶୋକର ଲହରୀ ଖେଳି ଯାଇଛି ।
କରୋନାରେ କୋଭିଡ଼ ଯୋଦ୍ଧାଙ୍କ ମୃତ୍ୟୁ
|
August 28, 2020 |
![](https://sandhannews.com/wp-content/uploads/2020/08/late-dr-rb-mohapatra.jpg)