କଦଳା ଜଗନ୍ନାଥ ମନ୍ଦିର ମୁଣ୍ଡି ସ୍ଥାପନା

Spread the love

ଯାଜପୁର, ୨୦/୧(ସନ୍ଧାନ ନିୟୁଜ) ବିଶ୍ୱରରେ ଜଗନ୍ନାଥ ଚେନତା ଏବଂ ଧର୍ମର ପ୍ରସାର ପାଇଁ ସବର୍ଦା ପ୍ରଚେଷ୍ଟ ଚାଲିଥିବା ବେଳେ ଧର୍ମଶାଳା ବ୍ଲକ କଦଳା ଗ୍ରାମରେ ସପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଆଜି ମୁଣ୍ଡି ସ୍ଥାପନା ଉସôବ ଅନୁଷ୍ଠିତ ହୋଇଛି । ବହୁ ସଂଖ୍ୟାରେ ଶଦ୍ଧ୍ରାଳୁ ଜଗନ୍ନାଥ ପ୍ରେମୀ ଆଜି ଘଂଟଘଂଟା ଏବଂ ପଣ୍ଡିତ ବ୍ରାଡ୍ମଣ ମାନଙ୍କର ବେଦଧ୍ୱନୀ ଏବଂ ମନ୍ତ୍ରଉଚ୍ଚାରଣ ପୂର୍ବକ ସମ୍ପନ୍ନ କରାଯାଇଛି । କର୍ତ୍ତା ଭାବେ କେଶବ ଜେନା, ଏବଂ ତାଙ୍କର ଧର୍ମପତ୍ନୀ ଶନ୍ତିଲତା ଜେନା ଯଜ୍ଞ ପରିଚାଳନା କରିଥିବା ବେଳେ ଏହାକୁ ଗ୍ରାମର ମାନସ କୁମାର ରାଉତ, ଶରତ ଚନ୍ଦ୍ର ବେହୁରା, ସନ୍ତୋଷ କୁମାର ରାଉତ, ସୁଶାନ୍ତ ସ୍ୱାଇଁ, ସୁଧାକର ସ୍ୱାଇଁ, ଟୁଟୁ ସାହୁ, ପ୍ରକାଶ କୁାମର ରାଉତ, ଦେବାଶିଷ ପରିଡା, ସଂଗମ ବେହୁରା, ସାଗର ସାମଲ, ମନୋଜ ରାଉତ ପ୍ରମୁକଙ୍କ ସମେତ ବହୁ ଗ୍ରାମବାସୀ ପରିଚାଳନା କରିଥିଲେ ।

Related Posts

About The Author

Add Comment