କଟକ, ୨୦/୧୧(ସନ୍ଧାନ ନିୟୁଜ/ମାନସ ରାଉତ) ଆଜି ସଂଧ୍ୟା ସମୟରେ ତାଳତେର ଅନୁଗୁଳରୁ ୬୦ରୁ ଉର୍ଦ୍ଧଯାତ୍ରୀ ନେଇ କଟକ ଯାଉଥିବା ଜଗନ୍ନାଥ ବସଟି ମହାନଦୀ ବିଜ୍ର୍ ଉପରେ ଏକ ମହିଁଶିକୁ ଧକ୍କା ଦେଇ ଭାରସ୍ୟମ ହରାଇ ବିଜ୍ ତଳକୁ ଖସି ପଡିଛି । ଫଳରେ ପାଖାପାଖି ୪୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ କେତକ ଗୁରୁତର ରହିଛି । ଖବର ପାଇଁ କମିସନରରେଟ୍ ପୋଲିସ, ଓଡ୍ରାଫ ଟିମ୍ , ଅଗ୍ନିଶମା ବାହିନି ପଂହଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଅପରପଟରେ କଟକ ବଡ ମେଡିକାଲରେ ତୁରନ୍ତ ଚିକସôା ଯୋଗାଇବା ପାଇଁ କୁହାଯାଇଥିବା ବେଳେ ଡାକ୍ତୀରୀ ଟିମ୍ଚିକିତ୍ସା କରୁଛନ୍ତି । ତେବେ ଦୃର୍ଘଟଣାର ପ୍ରକୃତ କାରଣ ଏବଂ ମୃତାହତଙ୍କ ସଂଖ୍ୟା ଜଣାପଡିନାହିଁ ।
ବସ ନମ୍ବର ଓ ଡି୩୫ ଏ -୦୨୧୧ ମାଲିକ ଶ୍ରୀକାନ୍ତ କୁମାର ପାଣି ତଲେଚେର ବୋଲି ଜଣାପଡିଛି. ୧୨ ଯାତ୍ରୀ ମୃତ ବୋଲି ସୂଚନା ମିଳିଛି. ପ୍ରତ୍ୟକ ମୃତକଙ୍କୁ ୨ଲକ୍ଷ ର ସହାୟତା ଘୋଷଣା କରିସହନ୍ତି ମୁଖ୍ୟମନ୍ତ୍ରୀ .