ଯାଜପୁର ସଦର, ୩୦/୧୨ ,ସନ୍ଧାନ ନ୍ୟୁଜ: ଆସନ୍ତା ୦୯-୦୧-୨୪ ରିଖ ଓଳାଶୁଣୀ ଗୁମ୍ଫା ଉନୟନ ପରିସଦର ବୈଠକ ଗଣେଶ ମଣ୍ଡପରେ ଦିବା ୧୧ ଘଟିକା ସମୟ ରେ ସ୍ଥାୟୀ ସଭାପତି ସଭ୍ୟ ମାନଙ୍କୁ ନେଇ ଅନୁଷ୍ଠିତ ହେବ | ଉକ୍ତ ବୈଠକରେ ଆସନ୍ତା ଫେବୁଆରୀ ମାସରେ ହେବାକୁ ଥିବା ଗୁମ୍ଫା ମେଳା ଓ ଜରୁରୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯିବ | ଏଣୁ ଓଳାଶୁଣୀ ଗୁମ୍ଫା ଉନୟନ ପରିସଦର ସମସ୍ତ ସଭ୍ୟ ଉକ୍ତ ବୈଠକରେ ଉପସ୍ଥିତ ରହିବା ପାଇଁ ସ୍ଥାୟୀ ସଭାପତି ମହନ୍ତ ରାମାନନ୍ଦ ଦାସ ସଭ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି
ଓଳାଶୁଣୀ ଗୁମ୍ଫା ଉନୟନ ପରିସଦର ବୈଠକରେ ଉପସ୍ଥିତ ରହିବା ପାଇଁ ସଭ୍ୟ ମାନଙ୍କୁ ଅନୁରୋଧ
|
January 3, 2024 |
