ବାରିପଦା, ୨୨/୫/୨୦୨୧ (ସନ୍ଧାନ ନିଉଜ) : ଓଡିଶା ମେଡିକାଲ କର୍ମ•ରୀ ସଂଘର ୭୬ତମ ପ୍ରତିଷ୍ଠା ଦିବସ ଅଦ୍ୟ ତା ୨୭/୦୫/୨୦୨୧ରିଖରେ ପାଳିତ ହୋଇଯାଇଛି । ସଂଘର ପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତ ମେଡିକାଲ କର୍ମ•ରୀ ସଂଘର ପ୍ରତିଷ୍ଠାତା ତା ୨୨/୦୫/୪୬ରିଖରେ ପ୍ରତିଷ୍ଠିତ କରିଥିଲେ । ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କର ଏହା ମହର୍ତ କର୍ମକୁ ମନେ ପକାଇବା ପାଇଁ ଓଡିଶା ମେଡିକାଲ କର୍ମ•ରୀ ସଂଘ ମୟୂରଭଞ୍ଜର ଜିଲ୍ଲା ଶାଖା, ବାରିପଦା କର୍ମ•ରୀ ସଂଘର ଗୃହଠାରେ ତା ୨୨/୦୫/୨୦୨୧ରିଖରେ ରାଜ୍ୟ ଉପ-ସଭାପି, ଜିଲ୍ଲା-ସମ୍ପାଦକ ସୁଶିଲ କୁମାର ସାହୁ, ସହୃସମ୍ପାଦକ ଦୀଲିପ ମିଶ୍ର, କୋଷାଧ୍ୟକ୍ଷ ସୁବୋଧ ଜେନା ଏବଂ ସଭ୍ୟ, ସଭ୍ୟା ରବିନ୍ଦ୍ର ଦାସ, ଫୁକୁଲି ମୁଖି, ସୁଚିସ୍ମିତା ମହାକୁଡ, ମମତା ସାହୁ, ଲକ୍ଷ୍ମିପ୍ରିୟା ମହାନ୍ତ, ସୁଦର୍ଶନ ମିଶ୍ର, ଚିତରଂଜନ ବେହେରା ପ୍ରମୁଖ ଉପସ୍ଥିତ ଥିବା ସହିତ ସଂଘର ପ୍ରତିଷ୍ଠାତା ଦିବସ ପାଳନ କରାଯାଇଥିଲା ।
ଓଡିଶା ମେଡିକାଲ କର୍ମ•ରୀ ସଂଘର ୭୬ତମ ପ୍ରତିଷ୍ଠା ଦିବସ ପାଳିତ
|
May 22, 2021 |
![](https://sandhannews.com/wp-content/uploads/2021/05/IMG-20210522-WA0054.jpg)