ଓଡ଼ିଶା ପାରା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି

Spread the love

ସମ୍ବଲପୁର୦୮/୦୧(ସନ୍ଧାନ ନିଉଜ/ହେମନ୍ତ ଭଇଁଷା):ସମ୍ବଲପୁର ମହାନଦୀ କ୍ଳବ୍ ଆନୁକୁଲ୍ୟରେ ଅନୁଷ୍ଠିତ ଓଡ଼ିଶା ପାରା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ତିନିଦିନ ଧରି ଚାଲିଥିବା ବେଳେ ଆଜି ଏହା ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ଖେଳାଳୀ ତଥା ଭାରତର ସ୍ୱର୍ଣ୍ଣ ପଦକ ବିଜୟୀ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ପ୍ରମୋଦ ଭଗତ ଯୋଗଦାନ କରି ଖେଳାଳି ମାନକୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ଆଗକୁ ଭଲ ଖେଳିବା ପାଇଁ ଇଚ୍ଛାଶକ୍ତି ଦୃଢ କରିବା ପାଇଁ କହିଥିଲେ । ପାରା ବ୍ୟାଡମିଣ୍ଟନ କୋଚ ଶିବପ୍ରସାଦ ଦାସ, ଅନ୍ୟ ଏକ ପାରା ବ୍ୟାଡମିଣ୍ଟନ ଖେଳାଳୀ ଗେଡଲା ଡିଲେଶ୍ଵର ରାଓ ମଧ୍ୟ ଉପସ୍ଥିତ ଥିଲେ ଓ ଖେଳାଳୀ ମାନଙ୍କ ମନୋବଳ ଇଚ୍ଛାଶକ୍ତି ଦୃଢ଼ କରିବାରେ ସାହାଯ୍ୟ କରିଥିଲେ।

Related Posts

About The Author

Add Comment