ଓଏଏସ୍‌ ସ୍ତରରେ ଅଦଳବଦଳ

Spread the love

ବାରିପଦା, ୧୨.୦୨.୨୦୨୧(ସନ୍ଧାନ ନିଉଜ୍ ):- ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ୧୪ ଜଣ ଓଏଏସ୍ ଅଫିସରଙ୍କର ବଦଳି କରାଯାଇଛି। ଅର୍ଚ୍ଚନା ଦାସପଟ୍ଟନାୟକଙ୍କୁ ଶକ୍ତି ବିଭାଗର ଯୁଗ୍ନ ସଚିବ, ବ୍ରହ୍ମାନନ୍ଦ ବେହେରାଙ୍କୁ କଟକ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅତିରିକ୍ତ ସଚିବ, ଜ୍ୟୋତିର୍ମୟୀ ପ୍ରଧାନଙ୍କୁ କୃଷି ବିଭାଗର ଯୁଗ୍ନ ସଚିବ, ଅମ୍ବର କୁମାର କରଙ୍କୁ କଟକ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଅବନୀକାନ୍ତ ପଟ୍ଟନାୟକଙ୍କୁ‌ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ, ରାମଚନ୍ଦ୍ର ଜେନାଙ୍କୁ କୃଷି ବିଭାଗର ଯୁଗ୍ଧ ସଚିବ, ସୁଚରିତା ଷଡ଼ଙ୍ଗୀଙ୍କୁ ଗୃହ ବିଭାଗର ଯୁଗ୍ନ ସଚିବ, ନାରାୟଣ ଚନ୍ଦ୍ର ଧଳଙ୍କୁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଯୁଗ୍ନ ସଚିବ, ତନ୍ମୟ କୁମାର ଦରୱାନଙ୍କୁ ସମ୍ବଲପୁର ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଶରତ ଚନ୍ଦ୍ର ବେହେରାଙ୍କୁ ଓଡ଼ିଶା ସବ୍-ଅଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିସଙ୍କ ଉପ ସଚିବ, ଶୁଭେନ୍ଦୁ କୁମାର ସାମଲଙ୍କୁ ବରଗଡ଼ ଉପଜିଲ୍ଲାପାଳ, ଅରୁଣ କୁମାର ମଲ୍ଲିକଙ୍କୁ ଓସେପାର ଓଏ, ପ୍ରଭାତ ଚନ୍ଦ୍ର ଦଣ୍ଡସେନାଙ୍କୁ ସମ୍ବଲପୁର ଉନ୍ନୟନ କତ୍ତପକ୍ଷଙ୍କ ସଚିବ, ବାସୁଦେବ ମାହାରୀଙ୍କୁ ବିଡିଏର ଭୂ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।

Related Posts

About The Author

Add Comment