ଯାଜପୁର,୧୧/୨ (ସନ୍ଧାନ ନିୟୁଜ/ ପ୍ରଶାନ୍ତ ସାମଲ ) ଆଗାମୀ 13ତାରିଖ ବୁଧୁବାର ପୂର୍ବହ୍ନ ଏଗାର ଘଟିକା ସମୟରେ ଯାଜପୁରଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ଗ୍ରାମପଂଚାୟତ ପକ୍ଷରୁ ଓଡିଶା ସରକାରଙ୍କ ପିଠାଶିବିରର ଆୟୋଜନ କରାଯିବ
ଏଥିପାଇଁଆଜି ସୋମବାର ପୂର୍ବହ୍ନରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି ଏଣ୍ଡଳବାପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଅନୁକୂଳି ସାମଲଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ଏଣ୍ଡଳବା ପଞ୍ଚାୟତର ସମସ୍ତ ସ୍ୱୟଂସହାୟୀକା ଗୋଷ୍ଠୀ ଗୁଡିକଦ୍ଵାରା ହେବାକୁ ଥିବା ପିଠାପଦର୍ସନି ଓ ବ୍ଲକର ପଞ୍ଚାୟତରାଜ ବିଭାଗିୟ ଅଧିକାରୀ ମାନଙ୍କ ସଚେତନତା କାର୍ଯ୍ୟକ୍ରମ ବିଷୟରେ ପାରସ୍ପରିକ ଆଲୋଚନା କରାଯାଇଥିଲା