ଯାଜପୁର, ୨୦ /୨(ସନ୍ଧାନ ନିଉଜ/ମାନସ ରାଉତ) ଯାଜପୁର ଜିଲା ଧର୍ମଶାଳାବ୍ଲକ ଜେନାପୁର ଥାନା ଅଧିନ ଏଣ୍ଡଳବା ଗ୍ରାମପଞ୍ଚାୟତ ଏଣ୍ଡଳବାମାଳହାଟରେ ,କଳିଙ୍ଗ ଯୁବବାହୀନ ଓ ଗ୍ରାମବାସୀ ତରଫରୁ ମଦବିରୋଧୀ ଅଭିଯାନକରିଥିଲେ, ଗ୍ରାମବାସୀଙ୍କ କହିବାକଥାଅନୁଯାଇ ଏହିଗ୍ରାମରେ ପାଞ୍ଚ ଛଅ ଜାଗାରେ ,ଚୋରା ଦେଶୀ ବିଦେଶୀ ମଦବିକ୍ରିହେଉଛି, ଏହି ଗ୍ରାମରେ ସପ୍ତାହକରେ ଦୁଇଥର ହାଟବସେ ଯାହାଫଳରେ ମଦ୍ୟପମାନେ ସେଠାରୁଚୋରା ମଦ୍ୟପାନକରି ହାଟଭିତରେପଶି ଅସଭ୍ୟ ଭାଷାରେ ଗାଳିଗୁଲତକରିଥାନ୍ତି,ଜାହାଫଳରେକି ବେବ୍ୟସାୟି ଓ ଗ୍ରାହକ ମାନେ ବୋହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି,
ଅତବ୍ୟତିତ୍ୱ ସେହିଯାଗରେ ଏଣ୍ଡଳବା ପଂଚାୟତ ଅଫିସିଥିବାରୁ ସେଠାକୁ ଆସୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ସଂଘର୍ଷ ମହିଳାମାନେ ଦୁର୍ଦ୍ଦଶାର ଶିକାର ହେଉଥିବା ଅଭିଯୋଗ ସୋଇଛନ୍ତିବୋଲି କୁହାଯାଏ,ଏବଂ ସେହିରାସ୍ତା ଦେଇ ସ୍କୁଲକଲେଜ ଯିବା ଆସିବା ଛାତ୍ରୀମାନେମଧ୍ୟ ମଦ୍ୟପଙ୍କ ଶିକାର ସୋଇଛନ୍ତି,ଚୋରାମଦ ବନ୍ଦ କରିବାପ୍ରତିବାଦରେ କଳିଙ୍ଗ ଯୁବବାହୀନି ଓ ମହିଳା ମାନେମିଶି ଏଣ୍ଡଳବାର ଜଙ୍ଗୟ ମଣ୍ଡପରୁ ବାହାର ହରିଜନସାହି,ବେହେରାସାହି,ବାଲିସାହି, ହାଟସାହି,ଓ ଗ୍ରାମ ଚାରିପାଖ ପରିକ୍ରମାକରିଥିଲେ,ଏବଂ ନିଷ୍ପତି ନେଇଛନ୍ତିଯେ ଚୋରାମଦଯିଏ ବିକିବ ତାକୁ ପୋଲିସରେ ଜିମାଦେବେ,ଆଉ ଗ୍ରାମରେ ଯିଏମଦ ପିଇଥିବଜାଣିବେ ତା ଉପରେ ଜୋରିମନା ୨୦୦୦ହଜାରଟଙ୍କାରଖିବେ
https://www.youtube.com/watch?v=xfwxHvhjB3c
ଏଥିରେ କଳିଙ୍ଗଯୁବବାହିନୀର ସଭାପତି ନବୀନ ବେହେରା, ଉପସଭାପତି ଆକାଶ ମଲ୍ଲିକ,ଜିତେନ୍ଦ୍ର ମଲ୍ଲିକ, ଶ୍ରୀଧର ବେହେରା, ରବୀନ୍ଦ୍ର ମଲ୍ଲିକ, ବାଇଧର ବେହେରା, ଉଦୟ ନାଥ ମଲ୍ଲିକ, ବୁଲୁ ଦାସ, ତପନ ଦାସ, ବିଜୟ ଦାସ, ମକରଧ୍ୱଜରାଉତ, ତରଣୀ ମଲ୍ଲିକ,ମିଲୁ ବେହେରା, ସଂଜୟ ଦାସ, ଶାନ୍ତି ମଲ୍ଲିକ, ବିନ୍ଦୁଲତା ଦାସ, ସୁଷମା ବେହେରା, ଶାନ୍ତି ଲତା ଦାସ, ମାଳତୀ ମଲ୍ଲିକ, ରମା ରାଉତ, ରଶ୍ମିତ ରଶ୍ମିତାରାଉତ, ବୋଉଳ ରାଉତ, କାଞ୍ଚନମଲ୍ଲିକ, ରୁକୁଣା ମଲ୍ଲିକ, କୁସୁମ ମଲ୍ଲିକ, ସୀତା ମଲ୍ଲିକ,ଆଖପାଖବୋହୁ ଯୁବକ ମାନେ ସାମିଲି ହୋଇଥିଲେ ,ସେ ଚେତାବନୀ ଦେଇଛନ୍ତି ଯେ ଯଦି ଏହାର କିଛି ସୁଫଳ ନ ମିଳେ ତାହେଲେ ସେମାନେ ଯାତୀୟରାଜପଥ ଅବରୋଧ କରିବେ