କଟକ : ମୁମ୍ବାଇ ସ୍ଥିତ ଚାଜେଡ୍ଓୱାବ୍ଲୁଏନ୍ ପ୍ରାଇଭେଟ୍ ଲିମିଟେଡ(ଇପିସି କମ୍ପାନୀ) କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର, ବିଶିଷ୍ଟ ସମାଜସେବୀ,କବି ଇଂ. ସୁଶାନ୍ତ ବେହେରା ବରାଳ ବାୟାଲିଶ ମୌଜା କଟକ ନିବାସୀ ସଞ୍ଜୟ ବେହେରା ଓ ଗୀତାଞ୍ଜଳି ବେହେରାଙ୍କ ସୁପୁତ୍ରଙ୍କୁ ଇଞ୍ଜିନିୟରିଂ ସେବା କ୍ଷେତ୍ରରେ ଏହାର ସଫଳତା ପ୍ରଦର୍ଶନ ନେଇ ଆଦାନୀ ରିଅଲିଟି ଦ୍ୱାରା ଶ୍ରୀ ରାହୁଲ ସିହ୍ନା,ଶ୍ରୀ ବିଷ୍ଣୁ ଥାରାମେଲଙ୍କ ଠାରୁ “ଶ୍ରେଷ୍ଠ ପ୍ରଦର୍ଶନ କୃତି ପୁରସ୍କାର ୨୦୨୨-୨୩” ଗ୍ରହଣ କରିଛନ୍ତି | ପ୍ରତିଷ୍ଠାତା ଶ୍ରୀ ଧନେଶ ପିଲ୍ଲାଇ ଏବଂ ଅନ୍ୟ ପଦାଧିକାରୀଙ୍କ ମଧ୍ୟରେ ସଉରଭ ମଲ୍ଲିକ,ସୁଶାନ୍ତ ବେହେରା,ଶରଦ ପାଟିଲ,ଦୀପକ ଜାନକର,ସୁଶ୍ରୀ ଭ୍ରୁଶାଲି ମିଷ୍ଟ୍ରି ଏବଂ କମ୍ପାନୀର ବହୁ ସଦସ୍ୟ ଉପସ୍ଥିତ ଥିଲେ । ପ୍ରୋଜେକ୍ଟ ମ୍ୟାନେଜର * ଶ୍ରୀ ସୁଶାନ୍ତ ବେହେରା ଆଦାନୀ ରିଅଲିଟି ର ଶ୍ରୀ ରାହୁଲ ସିହ୍ନାଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ ।
ଉଲ୍ଲେଖନୀୟ କୃତିତ୍ୱ ନେଇ ପ୍ରୋଜେକ୍ଟ ମ୍ୟାନେଜର ପୁରସ୍କୃତ
|
March 21, 2023 |
![](https://sandhannews.com/wp-content/uploads/2023/03/WhatsApp-Image-2023-03-17-at-15.12.48.jpeg)