ଉଦୀୟମାନ ସେଛ୍ୱ।ସେବୀ ଅନୁଷ୍ଠାନ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରବନ୍ଧ , ସାଧାରଣ ଜ୍ଞାନ , ଚିତ୍ରାଙ୍କନ , ବକୃତା ପ୍ରତିଯୋଗିତା

Spread the love

ଚଣ୍ଡିଖୋଲ, ୧୦/୯ (ସନ୍ଧାନ ନିୟୁଜ) ଚଣ୍ଡିଖୋଲ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଶରରେ ଉଦୀୟମାନ ସେଛ୍ୱ।ସେବୀ ଅନୁଷ୍ଠାନ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରବନ୍ଧ , ସାଧାରଣ ଞ୍ୟାନ , ଚିତ୍ରାଙ୍କନ , ବକୃତା ପ୍ରତିଯୋଗିତା ହୋଇଯାଇଛି । ଏଥିରେ  କେନ୍ଦ୍ରାପଡା , ଢେ଼ଙ୍କାନାଳ , କଟକ , ଯାଜପୁର ଆଦି ଜିଲ୍ଲାରୁ ୫ ଶହରୁ ଉର୍ଦ୍ଧ୍ବ ଉଚ ବିଦ୍ୟାଳୟ , ପ୍ରାଥମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୧୪ ଶହ ୭୯ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଆସନ୍ତା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଦିନ ଉଦୀୟମାନର ୧୭ ତମ ବାର୍ଷିକ ଉତ୍ସବରେ କୃତିତ୍ୱ ହାସଲ କରିବା ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯିବ। ସେହିଦିନ ସଂଗୀତ , ଝୋଟି , ,ହସ୍ତକଳା ,କୈତୁକ ପୋଷାକ, ନୃତ୍ୟଧାରା ପ୍ରତିଯୋଗିତା କରାଯିବା ସହିତ ଭିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ । ଏଥିରେ ବିଚାରକ ଭାବରେ , ଡକ୍ଟର ଦିଲ୍ଲୀପ କୁମାର ନାୟକ , ଅଧ୍ୟାପକ ଅଭିମନ୍ୟୁ ରାଉତ , ଅମ୍ବିକା ପ୍ରସାଦ ମିଶ୍ର , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ , ବାସୁଦେବ ଶତପଥୀ , ସୁରେନ୍ଦ୍ର ନାୟକ , ଲାଲବିହାରୀ ଜେନା , ନରେନ୍ଦ୍ର ପ୍ରତାପ , ରଜନୀ କାନ୍ତ ପୃଷ୍ଟି , ରଶ୍ମିତା ବେହେରା , ଅଜିତ ପ୍ରସାଦ ମିଶ୍ର , ସୁଧୀର ଚନ୍ଦ୍ର ସାମଲ ଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ସଭାପତି ଅବିନାଶ ଜେନା , ଉପସଭାପତି ପ୍ରକାଶ କୁମାର ନାୟକ , କାର୍ତ୍ତିକ ଚନ୍ଦ୍ର ଜେନା , ମଦନ ମୋହନ ପରମାଣିକ , କୈବଲ୍ୟ ମହାପାତ୍ର , ତାପସ ରଂଜନ ସ୍ୱାଇଁ , ଅବିନାଶ ପଣ୍ଡା , ଉପଦେଷ୍ଟା , ପଣ୍ଡିତ ହିମାଂଶୁ ଶେଖର ପଣ୍ଡା , ଉଦୟ ନାଥ ସାହୁ ଅନନ୍ତ ପ୍ରସାଦ ମାହାଲା , ପ୍ରଶନ୍ନ କୁମାର ଜେନା ,କର୍ମକର୍ତ୍ତା ଚିନ୍ମୟ କୁମାର ପୃଷ୍ଟି , ଉଲ୍ଲାସ କୁମାର ସାହୁ , ବନମାଳୀ ସେନାପତି , ଅମରେଶ ଭୁଇଁୟା , ତପନ ବରାଳ , ତ୍ରିଲୋଚନ ଦାସ , ତପନ ଦାସ , ସୋମ୍ୟ ରଜଂନ ଦାସ , ସରିତା ସ୍ୱାଇଁ ପ୍ରମୁଖ ସୁଚାରୁ ରୁପରେ ପରିକ୍ଷା ପରିଚାଳନା କରିଥିଲେ ।

Related Posts

About The Author

Add Comment