ଉଦଯାପିତ ହେଲା କଲାଣ୍ଡ ଗଜଉଦ୍ଧାରଣ (୪୩ ) ତମ ଲକ୍ଷ୍ମୀ ନାରାୟଣ ପୂଜା ମହୋତ୍ସବ ,

Spread the love

ଜେନାପୁର/୨୦/୧୨/ସନ୍ଧାନ ନିଉଜ୍ (ପ୍ରଶାନ୍ତ ସାମଲ)

ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ଅଧୀନ କଲାଣ୍ଡ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ଗଜଉଦ୍ଧାରଣ( ୪୩) ତମ ପୂଜା ମହୋତ୍ସବ ଆଜି ମଧ୍ୟ ରାତ୍ରୀରେ ଉଦଯାପିତ ହୋଇଯାଇଛି। ଏହି ପୂଜା ଗତ ଡିସେମ୍ବର ୧୬ ତାରିଖରୁ  ଆରମ୍ଭ ହୋଇ  ୨୦ ତାରିଖରେ ଉଦଯାପିତ ହୋଇଥିଲା, ଦୀର୍ଘ ପାଞ୍ଚ ଦିନ ଧରି ବହୁ ଧୁମ୍ ଧାମରେ ପାଳିତ ହୋଇଥିଲା , ଏହି ପାଞ୍ଚଦିନ ମଧ୍ୟରେ ଭଜନ କୀର୍ତ୍ତନ ସହ ବହୁ ସାଂସ୍କତିକ କାର୍ଯ୍ୟକ୍ରମ ସହ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଭକ୍ତ ମାନଙ୍କର ମନ ମୋହିଥିଲା, ପ୍ରତୋକ ସାନ୍ଧ୍ୟରେ ଆରତୀ କୀର୍ତ୍ତନ, ଭଜନ, ମେଲୋଡି, ଓ ଛୋଟ ବଡ଼ ପିଲା ମାନଙ୍କୁ ନେଇ ଦ୍ୟାନ୍ସ ପୋଗ୍ରମ୍ ଅନୁଷ୍ଠାନ ତରଫରୁ ବ୍ୟବସ୍ଥା କରାଯାଇଥିଲା। ଏହି ପାଞ୍ଚଦିନ ପୂଜା ମହୋତ୍ସବ ରେ ପ୍ରଭୁ ଶ୍ରୀ ଅନ୍ତର୍ଯ୍ୟାମୀ ନାରାୟଣ ଗୋସାଇଁ ଙ୍କ ପୂଜା ଶ୍ରୀଯୁକ୍ତ ଲକ୍ଷ୍ମୀଧର ପଣ୍ଡା ସମାପନ କରିଥିଲେ, ଏହି ପୂଜାକୁ ପରିଚାଳିତ କରିଥିଲେ ଭାଗବତ ସାହୁ ଅଟଳ ବିହାରୀ ସାହୁ, ଗୁରୁଚରଣ ପ୍ରଧାନ, ରମେଶ ପ୍ରଧାନ, ଉଦୟ ନାଥ ସାହୁ,, ହରିହର ସାମଲ, ବିଜୟ ସାହୁ, ଅନନ୍ୟ ଯୁବକ ମାନେ, ଏଥିରେ ମୋଟ୍ ଏଗାର ଜଣ କଳସୀଆ କଳସ ଧରିଥିଲେ, ଘଟ କଳସୀ ଧରିଥିଲେ ମନୋଜ ପ୍ରଧାନ,) ମାନସ ସାହୁ, ଅଜୟ ପ୍ରଧାନ, ପ୍ରଶାନ୍ତ ସାମଲ, କରୁଣା କର ସାହୁ, ଗଣେଶ୍ୱର ସାହୁ, ପ୍ରତାପ ପ୍ରଧାନ, କୁନା ସାହୁ, କାଳିଆ ସାହୁ, ପମୟ ବାରିକ୍, ପପୁନା ସାହୁ, ଏହି ପୂଜାର ବିଶେଷ ଆକର୍ଷଣ ହୋଇଥିଲା ମହିଳା ସଂକୀର୍ତ୍ତନ ମଣ୍ଡଳୀ, ପାଞ୍ଚଦିନ ଧରି ଭକ୍ତ ମାନଙ୍କର ମନ ମୁଘୁଦ୍ କରିଥିଲେ ଏହି ଗ୍ରାମର ପ୍ରତୋକ୍ ସାହିର କୀର୍ତ୍ତନ ମଣ୍ଡଳୀ, ଶ୍ରୀ ନାରାୟଣ ଗୋସାଇଁଙ୍କ ପାଖରେ ଆରତୀ କୀର୍ତ୍ତନ ମଧ୍ୟ ପରିବେଷଣ କରିଥିଲେ,

Related Posts

About The Author

Add Comment