ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶମୌଜାରେ ବୃକ୍ଷ ରୋପଣ ସହ ବହୁବିଧ ସେବାକାର୍ଯ୍ୟ

Spread the love
କଟକ, ୧୪/୦୮/୨୦୨୧ (ସନ୍ଧାନ ନିଉଜ) : ସଦର ମାଟିର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉଵିପ) ପକ୍ଷରୁ ବୟାଳିଶମୌଜା ଉପକଣ୍ଠ  ଦଧିବାମନପୁର ଓ କୁଳକଳପଡା ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ବେଣ୍ଟକାର ପଞ୍ଚାୟତ ଏରଞ୍ଚ ସ୍ଥିତ ପୌଢ ଆଶ୍ରମରେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ପ୍ରତେଖ୍ୟ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସେବାକାର୍ଯ୍ୟରେ ପ୍ରଭାତ ଦେବତା,ପର୍ଶୁରାମ ବେହେରା, ବିଜୟ ସ୍ୱାଈଁ,ଅନିଲ ମହାପାତ୍ର,ପ୍ରସନ୍ନ ବେହେରା,ବିରଜା ଭୁସଣ ପତି, ଦେବିପ୍ରସାଦ ପତି,ସୁଦଶ୍ରନ ଜେନା,ସ୍ମୁତି ରଞନ ଦାଶ,ଅମିତ ଦାଶ,ବିଶ୍ୱ ରଞ୍ଜନ ଦାସ ,ଗାନ୍ଦୀଗୁରୁ ଦାସ,ଅଶୋକ ସାହୁ,ଶାଗର ବେହେରା,ଶାନ୍ତୁନୁ ପରିଡା,ଅନୟ ମହାପାତ୍ର, ବିକାଶ ପରିଡା ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତଥିଲେ ।

Related Posts

About The Author

Add Comment