ଇସ୍କନର ଅଦିନିଆ ରଥଯାତ୍ରା:  ଥାନାରେ ଏତଲା

Spread the love
ପୁରୀ, ୩/୨/୨୦ (ସନ୍ଧାନ ନିଉଜ) : ମୁମ୍ବାଇରେ ଅଦିନିଆ ରଥଯାତ୍ରାକୁ ନେଇ ତ୍ରୀବ ହେଉଛି ବିରୋଧ । ଏହି କ୍ରମରେ ଆଜି ପୁଣି ଥରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଇସ୍କନ ଉଲ୍ଲଙ୍ଘନ କରିଥିବାରୁ ପୋଲିସ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ସଙ୍ଗଠନ ।

Related Posts

About The Author

Add Comment