ଇଂରାଜୀ ମେଧା ଅନ୍ୱେଷଣ ପ୍ରତିଯୋଗୀତା ଅନୁଷ୍ଠିତ

Spread the love
କଟକ : କଟକ ସଦର ୪୨ମୌଜା ଠାରେ ବିଭିନ୍ନ ବିଦ୍ୟାଳୟ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶରତ ଚନ୍ଦ୍ର ପତି ମେମୋରିଆଲ  ଇଂରାଜୀ ମେଧା ଅନ୍ୱେଷଣ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ସୁଭାଶିଷ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାରେ ଏହି କର୍ଯ୍ୟକର୍ମର  ଆୟଜନ କରାଯାଇଥିଲା । ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଶିକ୍ଷାର୍ଥୀଙ୍କୁ ପୁରସ୍କାର ଦିଅଯାଇଥିଲା । ସମରେଶ ପତି,ଦେବି ପ୍ରସାଦ ତ୍ରିପାଠୀ,ରଶ୍ମି ରଂଜନ ଆଚାର୍ଯ୍ୟ,ସତ୍ୟବ୍ରତ କର, ସୁଶାନ୍ତ କୁମାର ମହାନ୍ତି,ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Related Posts

About The Author

Add Comment