ଭୁବନେଶ୍ୱର, ୨୮/୦୧/୨୧ (ସନ୍ଧାନ ନିଉଜ) : ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଭୁବନେଶ୍ୱର ସ୍ଥିତ ପଲ୍ଲବୀମଣ୍ଡପଠାରେ ସମସ୍ତ କରୋନା ନିୟମ ମାନି ନିଆରା ଭାବରେ ଏହାର ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ଓଡ଼ିଶା ଓ ଓଡ଼ିଶାବାହାରର ସମୁଦାୟ ୬୭ଟି ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଓ ମହାନ ସମାଜସେବକ ଓ ସେବିକାମାନଙ୍କୁ ଆସ୍ଥା ସେବାସଂମ୍ମାନ ଓ ଆସ୍ଥା ବୀରତ୍ୱସଂମ୍ମାନ ପ୍ରଦାନ କରାଯାଇଛି ଏହି କାଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ଡାକ୍ତର ଶ୍ରୀଯୁକ୍ତ ଅଶୋକ କୁମାର ମହାପାତ୍ର ମୁଖ୍ୟଅତିଥି, ଶ୍ରୀଯୁକ୍ତସୁରେନ୍ଦ୍ରନାଥତ୍ରିପାଠୀମୁଖ୍ୟବକ୍ତାଓଶ୍ରୀଯୁକ୍ତପିନାକୀମହାନ୍ତି, ଶ୍ରୀମତୀନମ୍ରତାଚଢ଼ା, ଶ୍ରୀଯୁକ୍ତ କିଶୋର କୁମାର ଦାସ, ଶ୍ରୀଯୁକ୍ତ ହିମାଂଶୁ ନାୟକ, ଶ୍ରୀମତୀଚିଦାତମିକାଖଟୁଆ, ଶ୍ରୀଯୁକ୍ତ ଅଭୟ ରଞ୍ଜନ ପଟ୍ଟନାୟକ ପ୍ରମୁଖ ସନ୍ନମାନିୟ ଅତିଥି ରୂପେ ଯୋଗଦାନ ଦେଇ ସମସ୍ତଙ୍କୁ ସମାଜ ଉଦେଶ୍ୟରେ ନିଜର ମୂଲ୍ୟବାନ ଅଭିଜ୍ଞତାରୁ କିଛି ଅଭିଭାଷଣ ପ୍ରଦାନ କରିଥିଲେ ଏହି କାଯ୍ୟକ୍ରମରେ ଆସ୍ଥା ଫାଉଣ୍ଡେସନଟ୍ରଷ୍ଟତରଫରୁ ଶୁଭକାନ୍ତସାମଲ, ନାରାୟଣସ୍ୱାଇଁ, ସତ୍ୟରଞ୍ଜନସାହୁ, ବିଶିବୁଆଚାର୍ୟ୍ୟ, ଚନ୍ଦ୍ରମଣିପାତ୍ର, ସୁଶାନ୍ତପଟ୍ଟନାୟକ, ସନ୍ତୋଷଦାଶ, ସୁବାସିନୀନାୟକ, କଲ୍ୟାଣୀଦାସ, ମମତାସାହୁ, ଜ୍ୟୋତି, ଲଷ୍ମୀପ୍ରିୟା, ରାଜଶ୍ରୀ, ପୁଷ୍ପଲତା, ମନୋରମା, ଆରତୀ, ମୋନା, ମିତା, ଅଭିପ୍ସା, ଲିଳିମା ଓ ଅନୁଷ୍ଠାନର ଅନ୍ୟ ସମସ୍ତ ସଦସ୍ୟ ଓ ସଦସ୍ୟା ପ୍ରମୁଖ ଯୋଗଦାନ କରି ଏହାକୁ ସଫଳ କରିଥିଲେ ଓ ଉପସ୍ଥିତ ସଂଗଠନର କାଯ୍ୟକର୍ତା ଓ ଅତିଥିବୃନ୍ଦମାନଙ୍କର ଆସ୍ଥା ଭାଜନ ଲାଭ କରିଥିଲେ।
ଆସ୍ଥାଫାଉଣ୍ଡେସନଟ୍ରଷ୍ଟର “ଆସ୍ଥାସେବାସଂମ୍ମାନ ୨୦୨୧” ପ୍ରଦାନଉତ୍ସବ.
|
January 28, 2021 |


