ଧର୍ମଶାଳା, (ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳାବ୍ଳକ ଆରୁହା ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କୁନି କୁନି ଶିଶୁ ମାନେ ରାଧାକୃର୍ଷ୍ଣ ବେଶରେ ସଜାଇ ହୋଇ ନୃତ ପରିବେଷଣ କରିଥିଲେ । ବିଧି ପୂର୍ବକ ରାଧାକୃଷ୍ଣଙ୍କ ମୁର୍ତ୍ତି ପୂଜା କରାଯାଇଥିଲା । ପରେ ଏକ ସଭାରେ ପ୍ରଧାନଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଏବଂ ଶିକ୍ଷକ ଭରତ ଚନ୍ଦ୍ର ଦାସ, ସରତ କର, ଶ୍ୟାମ ସୁନ୍ଦର କର ପ୍ରମୁଖ ଶିଶୁ ମାନଙ୍କୁ ରାଧାକୃଷ୍ଣଙ୍କ ଭଗବତ ଗୀତା ଉପରେ ଧାରଣା କରାଇଥିଲେ ।
ଆରୁହା ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ
|
August 27, 2019 |