ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ

Spread the love

ବଡଚଣା, ୦୬/୧୨ (ସନ୍ଧାନ ନିୟୁଜ/ଅନିତା ବେହେରା) ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟରେ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ସମ୍ବିଧାନର ପ୍ରଣୟତା ଆମ୍ବେଦକରଙ୍କ ସମ୍ବିଧାନ ପାଇଁ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ସମ୍ବିଧାନ ସୁରକ୍ଷା ପାଇଁ କଲେଜ ପରିସରରେ ସମୂହ ଶପଥ ପାଠ କରାଯାଇଥିଲା । ଶପଥପାଠକୁ କଲେଜ ଅଧ୍ୟକ୍ଷ ଡକ୍ଟର ବିରେନ୍ଦ୍ର କୁମାର ମିଶ୍ର ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଏଥିରେ ବଜ୍ର ନାୟକ, ସଲିଲ ରାଜନନ୍ଦନ ମହାନ୍ତି, ଦିଲ୍ଲିପ ନାୟକ, ବିମନ ମଲିକ, ସଂଜୟ ରାୟ, ତପନ ଜେନା ଓ କଲେଜର ବହୁ ଛାତ୍ରଛାତ୍ରୀ ଉପସ୍ଥତ ଥିଲେ ।

Related Posts

About The Author

Add Comment