ଆମନା ସାମ୍ନା ଦିଦି ଓ ମୋଦି: ପଶ୍ଚିମ ବଙ୍ଗ ନିର୍ବାଚନ ପରେ ଚାଲିଛି ଦିଦି ଆଉ ମୋଦିଙ୍କ ଶୀତଳ ଯୁଦ୍ଧ .

Spread the love

ଭୁବନେଶ୍ୱର, (ସନ୍ଧାନ ନିୟୁଜ ବ୍ୟୁରୋ) ଠୀକ ପଶ୍ଚିମ ବଙ୍ଗ ନିର୍ବାଚନ ପରେ ଚାଲିଛି ଦିଦି ଆଉ ମୋଦିଙ୍କ ତୀବ୍ର ଶୀତଳ ଯୁଦ୍ଧ  ।  ମୋଦି ଙ୍କ ପଶ୍ଚିମ ବଙ୍ଗ ଗ୍ରସ୍ତ ବେଳେ ଦିଦି ଙ୍କ ତାଙ୍କ ପ୍ରତି ଥିବା ସାଧାରଣ ବ୍ୟବହାର କିଛି ଠୀକ ଠାକ ଲାଗୁନଥିବା ବେଳେ . ପଶ୍ଚିମ ବଙ୍ଗ ର ମୁଖ୍ୟ ସଚିବ ଙ୍କ କାର୍ଯ୍ୟ କଳାପ କୁ ନେଇ ଉଠିଛି ବିବାଦ।  ୟାକୁ ନେଇ ସାମ୍ନା ସାମନି ହେଇଛନ୍ତି ପଶ୍ଚିମ ବଙ୍ଗ ମୁଖ୍ୟ ମନ୍ତୀ ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ମୋଦି । ଇଏ ହଉଛି ସେଇ ଚିଠି ଯେଉଁଥିରେ ଅଛି ପଶ୍ଚିମ ବଙ୍ଗ ମୁଖ୍ୟ ସଚିବ ଅଲପାନ ବନ୍ଧପାଧାୟ ଙ୍କୁ ଦିଲ୍ଲୀ ଡାକରା ଦିଲ୍ଲୀ ଡାକରା ଯାହାକୁ ନେଇ ଦିଦି ଏତେ ତାତିଛନ୍ତି ଦିଲ୍ଲୀ ଡାକରା ପରେ ସଚିବ ଙ୍କ ଇସ୍ତଫା ଏବଂ ମୁଖ୍ୟ ଉପଦେଷ୍ଟା ହେବା ନେଇ ବିଭିନ୍ନ କଥା ଉଠୁଥିବା ବେଳେ ଏହା ଉଦେଶ୍ୟ ମୂଳକ ଭାବେ ଦିଦି କହିଛନ୍ତି ଦିଦି ଏ କଥା ମଧ୍ୟ ସଚିବ ହେଉଛନ୍ତି ଜଣେ ସ୍ୱଚ୍ଛ ,ସଚୋଟ ଆଇଏସ । ବର୍ତମାନ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧା ଏବେ ଆକ୍ଷେପ କରିଛନ୍ତି ପ୍ରଧାନମନ୍ତ୍ରୀ ଙ୍କ ଉପରକୁ . ଏବଂ ଖୋଲା ଚାଲେଞ୍ଜ କରି କହିବା ଆରମ୍ଭ କରିଛନ୍ତି । ଏଥି ସହିତ ସମସ୍ତ ଆଇଏସ ଏବଂ ଆଇପିସ ଏକାଠି ହୋଇ ମୋଦି ଙ୍କୁ ସାମନା କରିବାକୁ କହୁଥିବା ର ଦେଖିବାକୁ ମିଳିଛି ଏବଂ ଏହା .ଏଥି ସହିତ ସମସ୍ତ ଆଞ୍ଚଳିକ ଦଳ ମାନଂକୁ ଏକାଠି ହବାକୁ ମଧ୍ୟ କହୁଛନ୍ତି । ଏହା ର ସବୁ ଫଳ କଣ ହବ ଜାଣିବା ପୂର୍ବରୁ ପ୍ରଶ୍ନ ଉଠୁଛି ଜେ ଦିଦିଙ୍କ ଏହି ଶଢ଼ଯନ୍ତ୍ର ଆଞ୍ଚଳିକ ଦଳ ତଥା ଆଇଏସ,ଆଇପିସ ସଂଘ କୁ ଉଷୁକଉନି ତ ? ନା  ଏହି ଆଞ୍ଚଳିକ ଦଳ ମନକୁ ଆହ୍ୱାନ ଦେବା କଥାରେ ଓଡିଶା ର ଆଞ୍ଚଳିକ ଦଳ ତଥା ବିଜେଡି ଦିଦି ଙ୍କ ସହିତ ହାତ ମିଳେଇବନି ତ? ସତରେ କଣ ବିଜେପି ସରକାର ର ଉଦେଶ୍ୟ ମୂଳକ ଭାବେ ଆଞ୍ଚଳିକ ଦଳ ମାନଙ୍କୁ ହଇରାଣ କରୁଛନ୍ତି ? 

Related Posts

About The Author

Add Comment