ଆନନ୍ଦପୁର: ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

Spread the love
ଭୁବନେଶ୍ଵର,  ୧୮/୩/୨୦ (ସନ୍ଧାନ ନିଉଜ) : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ବାରିଗାଁରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୪ ବଖରା ଘର ଜଳିଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ। ଦୀନବନ୍ଧୁ ଓଝାଙ୍କ ଘରେ ନିଆଁ ଲାଗିଯିବାରୁ ପରିବାର ଲୋକେ ଜୀବନ ବିକଳରେ ବାହାରକୁ ବାହାରିଥିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। କିନ୍ତୁ ଘରେ ଥିବା ଧାନ, ଚାଉଳ ଓ ସମସ୍ତ ଆସବାବପତ୍ର ପୋଡିଯାଇଛି।

Related Posts

About The Author

Add Comment