ରାଉରକେଲା, ୨୨/୦୫/୨୦ (ସନ୍ଧାନ ନିଉଜ) : ଆଜି ସାବିତ୍ରୀ ବ୍ରତ କୁ ରାଉରକେଲାର ପ୍ରାୟ ସବୁ ମନ୍ଦିରରେ ମହିଳାଙ୍କ ଗହଳି ଦେଖିବାକୁ ମିଳିଥିଲା ସାମାଜିକ ଦୂରତାର ଗନ୍ଧବର୍ଣ ମଧ୍ୟ ଦେଖିବାକୁ ମିଳିନଥିଲା ସେପଟେ ପୂଜା ପାଇଁ ମନ୍ଦିରରେ ଭିଡ ଜମିବ। ଏହାକୁ ଏଡାଇବା ପାଇଁ କରୋନା ସଂକ୍ରମିତ ଜିଲ୍ଲା ଯାଜପୁର ଓ ଜଗତସିଂହପୁରର ସବୁ ମନ୍ଦିରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।
ଆଜି ସାବିତ୍ରୀ ବ୍ରତ ! ମନ୍ଦିରରେ କୋରେନା କୁ ଫୁ !
|
May 22, 2020 |
