Homeଓଡିଶାଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ Manas Kumar Rout | June 9, 2018 | Spread the love ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ପୂର୍ବାହ୍ନ ୧୦ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ପୁସ୍ତିକା ଉନ୍ମୋଚନ କରିବା ପରେ ଛାତ୍ରଛାତ୍ରୀମାନେ www.chseodisha.nic.inଓ www.orissaresults.nic.in ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ। Sandhan news Related Posts ଆଜି ୧୨, ୮୮୧ ସଂଖ୍ୟକ ଆକ୍ରାନ୍ତ କରୋନା ପଜିଟିଭ୍ ଚିହ୍ନଟ June 18, 2020 | Sandhan News | ଅଧିକ ପଢନ୍ତୁ ଏଥର ଶୁଭିବନି ଅ…. କା… ମା….. ବୈ ର ମିଳିତ ସ୍ୱର! November 26, 2020 | Sandhan News | ଅଧିକ ପଢନ୍ତୁ ସେଲ ରାଉରକେଲା ଇସ୍ପାତ କାରଖାନା ଦଳ କୁଇଜ ଉତ୍ତର ଜୋନ ଫାଇନାଲରେ ବିଜୟୀ October 17, 2019 | Sandhan News | ଅଧିକ ପଢନ୍ତୁ ଆଇଜିଏଚ୍ରେ କୋଭିଡ୍-୧୯ ଟେଷ୍ଟ ଲାଗି ପରୀକ୍ଷାଗାର ଉଦ୍ଘାଟିତ April 16, 2020 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ସେଲ ରାଉରକେଲା ଇସ୍ପାତ କାରଖାନା ଦଳ କୁଇଜ ଉତ୍ତର ଜୋନ ଫାଇନାଲରେ ବିଜୟୀ October 17, 2019 | Sandhan News | ଅଧିକ ପଢନ୍ତୁ