ନୂଆଦିଲ୍ଲୀ, ୦୪/୦୭/୨୦୨୧ (ସନ୍ଧାନ ନିଉଜ) : ଦେଶର ଅନେକ ରାଜ୍ୟ ତଥା ଓଡ଼ିଶାର ସବୁ ଜିଲ୍ଲାରେ ଏବେ ପେଟ୍ରୋଲ ଦର ୧୦୦ ପାର ହୋଇଥିବା ବେଳେ ଡିଜେଲ ଦର ମଧ୍ୟ କେତେକ ଜିଲ୍ଲାରେ ୧୦୦ ଉପରେ। ଆଜି ପୁଣି ସରକାରୀ ତୈଳ କମ୍ପାନୀଗୁଡିକରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ପାଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩୪ ରୁ ୪୧ ପଇସା ଏବଂ ଡିଜେଲ ପିଛା ୨୩ ରୁ ୨୭ ପଇସା ବୃଦ୍ଧି କରିଛନ୍ତି।
ଆଜି ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର
|
July 4, 2021 |
