ଆଜି ଠାରୁ  ପ୍ରବଳ ଶୀତ, ପାରଦ ୪ ଡିଗ୍ରୀ ତଳକୁ ଖସିବ

Spread the love

ରାଉରକେଲା /ଭୁବନେଶ୍ୱର, ୬/୧/୨୦୨୦ (ସନ୍ଧାନ ନିୟୁଜ) : ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଆସନ୍ତାକାଲି ଠାରୁ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ। ବର୍ତ୍ତମାନର ତାପମାତ୍ରାଠାରୁ ପାରଦ ୪-୫ ଡିଗ୍ରୀ ତଳକୁ ଖସିବ। ଏହାଛଡା ଆଭ୍ୟନ୍ତରୀଣ ଓଡ଼ିଶାରେ ତିନିଦିନ ପାଇଁ ଘନ କୁହୁଡ଼ି ହେବାକୁ ଥିବାରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ବିଶେଷଜ୍ଞ କହିଛନ୍ତି ଭବାନୀପାଟଣାରେ ସବୁଠାରୁ ଅଧିକ କୁହୁଡ଼ି ଅନୁଭୂତ ହେବ। ସେହିପରି କୋରାପୁଟ, ସମ୍ବଲପୁର, ଅନୁଗୁଳରେ ଓ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ହେବବୋଲି ପୂର୍ବାନୁମାନ କରାଯାଇଛି।

 

Related Posts

About The Author

Add Comment