ଅବକାରୀ ବିଭାଗର ଚଢାଉ, ଦେଶୀ ମଦ ଜବତ ସହ 2 ଗିରଫ

Spread the love

ରାଇରଙ୍ଗପୁର, ୨୪/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଏକ ବଡ ଧରଣର ଠକାମିର ପର୍ଦାଫାଶ କରିଛି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ମୁଥୁଟ୍ ଫାଇନାନ୍ସର ଫିଲ୍ମ ଅଫିସର ଓ ବ୍ୟାଙ୍କ ମ୍ୟାନେଜର ଆଜି ସାଧାରଣ ଲୋକଙ୍କୁ ଲୁଟି ଆସୁଥିଲେ ୩ ଜଣ ଠକ। ପୋଲିସ ସେମାନଙ୍କ ମଧ୍ୟରୁ ଫିଲ୍ମ ଅଫିସର ସାଜିଥିବା ଦୁଇ ଜଣ ବ୍ୟକ୍ତି‌ ରାଇହରି ଗ୍ରାମର ପବିତ୍ର ପାତ୍ର ଓ ବଡ଼ଡାଳିମା ଗ୍ରାମର କାହ୍ନାଇ ହାଁସଦାଙ୍କୁ ଗତ ଜୁନ ମାସରେ ଗିରଫ କରିଥିଲା । ତେବେ ଫେରାର ଥୁବା ମାଷ୍ଟରମାଇଣ୍ଡ ଠକ ମ୍ୟାନେଜରଙ୍କୁ ପୋଲିସ ଆଜି ଗିରଫ କରିଛି। ତା ସହିତ ମୋଟ୍ ୮୦ କିଲୋଗ୍ରାମ ମୋହୁଲ ପଚ ମଧ୍ୟ ନଷ୍ଟ କରାଯାଇଛି । ବାଦାମ ପାହାଡ଼ ଥାନା ଖଜୁରିପଡାରୁ ଜଣେ, ରାଇରଙ୍ଗପୁର ସହର ନିକଟ ବାଇଦାପୋଷିରୁ ଜଣେ ଚୋରା ମଦ ବ୍ୟବସାୟୀଙ୍କୁ ଅବକାରୀ ବିଭାଗ ଗିରଫ କରିଛି।

Related Posts

About The Author

Add Comment