ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ମହୁଲପୋଚ ନଷ୍ଟ ସହିତ ଦେଶୀମଦ ଜବତ

Spread the love

ସୁନ୍ଦରଗଡ଼ ତା:୧୦-୦୯-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ସୁନ୍ଦରଗଡ ଜିଲ୍ଲା ଅବକାରୀ ବିଭାଗ ସୁପେରିଟେଣ୍ଡେଣ୍ଟ ଶ୍ରୀ ସିଧ୍ୟେଶ୍ୱର ବେସ୍ରା ଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପେରିଣ୍ଡେଣ୍ଟ ଶ୍ରୀ ପ୍ରମୋଦ ପଣ୍ଡା ଙ୍କ ତତ୍ଵାବଧାନ ରେ ବଡ ଗାଁ ଇନ୍ସପେକ୍ଟର ତୁଲସୀ ଶିଖା, ସଦର ରେଞ୍ଜ ଇନ୍ସପେକ୍ଟର ନିରଞ୍ଜନ ସାହୁ,ସବଡେଗା ଅବକାରୀ ବିଭାଗ ଅଧିକାରୀ ଶ୍ରୀମତି ଆରତୀ ମିଶ୍ର, ଏ.ଏସ.ଆଇ. ଶ୍ରୀ ସୁଶୀଲ କୁମାର ମିର୍ଦ୍ଧା, ରାଜଗାଙ୍ଗପୁର ଓ.ଆଇ.ସି ଓ ଷ୍ଟାଫ,ବଡ ଗାଁ ଓ.ଆଇ.ସି ଓ ଷ୍ଟାଫ, ଓ ବାଲିଶଙ୍କରା ଆସିଷ୍ଟାଣ୍ଟ ତହସିଲଦାର ମିଶି କିଞ୍ଜିରକେଲା ଥାନା ଅନ୍ତର୍ଗତ ପୋଗରାମୁଣ୍ଡା, ଯୋରାଜାମ ଓ ତଳସରା ଥାନା ଅନ୍ତର୍ଗତ ଟାଙ୍ଗର ଗାଁ ଜଙ୍ଗଲରେ ଚଢାଉ କରି ୩୦୫୦୦ କେଜି ମହୁଲପୋଚ ନଷ୍ଟ କରିବା ସହିତ ୨୩୫୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ସୂଚନା ରହିଛି ।

Related Posts

About The Author

Add Comment