ଅବକାରି ବିଭାଗ ପକ୍ଷରୁ କୁଆଖିଆ ବଜାରରେ ପେଟ୍ରୋଲିଂ

Spread the love

ଯାଜପୁର, ୧୫/୩/୨୦ (ସନ୍ଧାନ ନିଉଜ) : ଅବକାରି ବିଭାଗ ପକ୍ଷରୁ କୁଆଖିଆ ବଜାରରେ ପେଟ୍ରୋଲିଂ ଚାଲୁଥିବା ସମୟରେ ଖବର ପାଇ ସେଠାରେ ଚଢ଼ାଉ କରିଥିଲା ଓ ଏହି ଦୁଇ ଜଣଙ୍କୁ ଗିରପଂ କରି କୋର୍ଟ ଚାଲାଣ କରିଥିଲା । ତେବେ ଗଂଜେଇ କେଉଁ ଅଂଚଳରୁ ଅଣାଯାଇଥିଲା ସେ ନେଇ କୌଣସି ସୂଚନା ମିିଳିପାରି ନାହିଁ ବୋଲି ଅବକାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି;ଅପର ପକ୍ଷରେ ଗଂଜେଇ ଚୋରା ବ୍ୟବସାୟ କରୁଥିବା ଦୁଇ ବ୍ୟବସାୟୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଜିଲା ଦୌରାଜଜ

Related Posts

About The Author

Add Comment