ଅତି ନିମ୍ନମାନ ପୋଲଟି ତିଆରି ଦେଖୁବାକୁ ମିଳୁଛି

Spread the love

ସୁନ୍ଦରଗଡ,(ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ ଅନ୍ତର୍ଗତ କୁରେଇ ଗ୍ରାମ ପଂଚାୟତ କଟଙ୍ଗ ନାଳ କୁ ଦିଆଯାଇଥିବା ପୋଲଟିଏ ତିଆରି ହେଉଛି କିନ୍ତୁ ଏ ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇ ନାହିଁ l ଯ ଦ୍ୱାରା ଜନ ସାଧାରଣ ଙ୍କୁ ଯିବା ଆସିବା ପାଇଁ ନାହିଁ ନ ଥିବା ଅସୁବିଧା ହେଉଥିବାର ଦେଖିବାକୁ ମିଳିଛି l ଏ ପୋଲ ଟି ଅତି ନିମ୍ନମାନ ହୋଇଥିବା ଜନ ମହଲ ରେ ଚର୍ଚ୍ଚl ହେଉଥିବା ବେଳେ ପ୍ରଶାସନ ସୋଇଥିବାର ସାଧାରଣରେ ଦେଖିବାକୁ ମିଲୁଛି । ପ୍ରଶାସନ ତରଫରୁ କୌଣସି ଗ୍ରାମ କୁ କୌଣସି କାମ ଆସିଲେ ଠିକାଦାର ଅଧପନ୍ତରିଆ ଛାଡିବା ରୁ ଉଭୟଙ୍କ ମଧ୍ୟ ମଧୁଚନ୍ଦ୍ରିକାର ଗନ୍ଧ ବାରିହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଯ ଦ୍ୱାରା ଜନସାଧାରଣ ପ୍ରତ୍ୟେକ ସମୟ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖୁବାକୁ ମିଳୁଛି l ହେଲେ ପ୍ରଶାସନ ର ଦୃଷ୍ଟି ନ ପଡିବା ଅଞ୍ଚଳବାସୀ ଙ୍କ ଚିନ୍ତା ବଢ଼ାଇଛି ।

Related Posts

About The Author

Add Comment