Homeଜିଲ୍ଲା ପରିକ୍ରମାକେନ୍ଦୁଝରଅଙ୍ଗନବାଡି ସ୍ୱାମୀଙ୍କୁ ଭୁଜାଲିରେ ଆକ୍ରମଣ ଅଭିଯୋଗ ଅଙ୍ଗନବାଡି ସ୍ୱାମୀଙ୍କୁ ଭୁଜାଲିରେ ଆକ୍ରମଣ ଅଭିଯୋଗ Manas Kumar Rout | June 11, 2020 | Spread the love ହାଟଡ଼ିହି, ୧୦/୦୬ (ସନ୍ଧାନ ନିଉଜ) : ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତର ଅମୃତପୁର ଗ୍ରାମରେ ରୋଗୀ ଚିକିତ୍ସା କରିବାକୁ ଯିବା ସମୟରେ ଅଙ୍ଗନବାଡି କର୍ମୀଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କ ସ୍ୱାମୀଙ୍କୁ ଭୁଜାଲିରେ ଆକ୍ରମଣ କରି ଆହତ କରିଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଅଙ୍ଗନବାଡି କର୍ମୀ ସାବିତ୍ରୀ ଭୁତିଆ ତାଙ୍କ ସ୍ୱାମୀ ମକରଧ୍ୱଜ ଭୁତିଆଙ୍କ ବାଇକରେ ବସି ଅନ୍ତସତ୍ୱା ଥିବା ସୁମ୍ରିତା ବାରିକଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବଚଝିବାକୁ ତାଙ୍କ ଘରକୁ ଯାଉଥବବାବେଳେ ବାଟରେ ଛକି ବସିଥିବା ଗ୍ରାମର ଶରତ କୁମାର ଦାସ, ସୁଶାନ୍ତ ଦାସ, ଜୟନ୍ତ ଦାସ, ରଞ୍ଜନ ଭୁତିଆ ପ୍ରମୁଖ ବ୍ୟକ୍ତିମାନେ ତାଙ୍କୁ ଗାଳିଗୁଲଜ କରି ମଟର ସାଇକେଲରୁ ଘୋଷାରି ଆଣିଥିଲେ । ମକରଧ୍ୱଜ ଏହାକୁ ବିରୋଧ କରିବାରୁ ସେମାନେ ଏକ ଭୁଜାଲିରେ ହାଣି ତାଙ୍କୁ କ୍ଷତାକ୍ତ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ଆକ୍ରମଣ ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଶାଳଣିଆଁ ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହାକୁନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ମନରେଗା ଯୋଜନା କାମ ବିବାଦକୁ ନେଇ ଏପରି ହୋଇଥିବା ଶୁଣିବାକୁ ମିଳିଛି । Related Posts ବ୍ରହ୍ମବରଦା ପହି ଛକଠାରୁ ରାସ୍ତା ପାଲଟିଚି ମରଣଯନ୍ତା February 11, 2024 | sandhan@sambalpur@news | ଅଧିକ ପଢନ୍ତୁ ବଡ଼ଚଣା: ଯୁବକଙ୍କ ମୃତଦେହ ହାଇ ଲେବଲ୍ କେନାଲ ମଧ୍ୟରୁ ଉଦ୍ଧାର, ହତ୍ୟା ସନ୍ଦେହ February 9, 2019 | Manas Kumar Rout | ଅଧିକ ପଢନ୍ତୁ ରାଉରକେଲାରେ ଅନଲାଇନ କ୍ଲାସ ଆଳରେ ଅଫ ଲାଇନରେ ପଢାଉଛନ୍ତି ଘରୋଇ ଶିକ୍ଷକ! August 2, 2020 | Manas Kumar Rout | ଅଧିକ ପଢନ୍ତୁ ଜଙ୍ଗଲ ଅଧିକାର ଆଇନ ଓ ରାଜସ୍ୱ ଆଇନ ମତେ ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ ଦାବିରେ ବିଜେପି ପକ୍ଷରୁ ଗଣ ଅନଶନ November 9, 2018 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ବ୍ରହ୍ମବରଦା ପହି ଛକଠାରୁ ରାସ୍ତା ପାଲଟିଚି ମରଣଯନ୍ତା February 11, 2024 | sandhan@sambalpur@news | ଅଧିକ ପଢନ୍ତୁ
ବଡ଼ଚଣା: ଯୁବକଙ୍କ ମୃତଦେହ ହାଇ ଲେବଲ୍ କେନାଲ ମଧ୍ୟରୁ ଉଦ୍ଧାର, ହତ୍ୟା ସନ୍ଦେହ February 9, 2019 | Manas Kumar Rout | ଅଧିକ ପଢନ୍ତୁ
ରାଉରକେଲାରେ ଅନଲାଇନ କ୍ଲାସ ଆଳରେ ଅଫ ଲାଇନରେ ପଢାଉଛନ୍ତି ଘରୋଇ ଶିକ୍ଷକ! August 2, 2020 | Manas Kumar Rout | ଅଧିକ ପଢନ୍ତୁ
ଜଙ୍ଗଲ ଅଧିକାର ଆଇନ ଓ ରାଜସ୍ୱ ଆଇନ ମତେ ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ ଦାବିରେ ବିଜେପି ପକ୍ଷରୁ ଗଣ ଅନଶନ November 9, 2018 | Manas Kumar Rout | ଅଧିକ ପଢନ୍ତୁ