୪୨ ମୌଜ଼ା କୂଳକଳପଡାରେ ଚାରିଦିନିଆ କ୍ରିକେଟ ମ୍ୟାଚ ଉଦଯାପିତ !

Spread the love

କଟକ ୧୫/୧୨/୨୦୨୦ (ସନ୍ଧାନ ନିଉଜ) କଟକ ସଦର ୪୨ ମୌଜ଼ା ଉପକଣ୍ଠ କୂଳକଳପଡାରେ ଜେ.ଜେ.ସି କ୍ରିକେଟ କ୍ଳବ ଆନୁକୂଲ୍ୟରେ ଏବଂ ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ସହଯୋଗୀତାରେ ଚାରିଦିନିଆ କ୍ରିକେଟ ମ୍ୟାଚ ୮ ଟି ଦଳ ମଧ୍ୟରେ ଅନୁଷ୍ଠିତହୋଇ ଫାଇନାଲ ମ୍ୟାଚ ସ୍ମାଇଲ କଲ୍ୟାଣିନଗର ଓ ଜୟ ମା ଦୁର୍ଗା ଚଉଳିଆଗଞ୍ଜ ଖେଳି ପରିଶେଷରେ ସ୍ମାଇଲ କଲ୍ୟାଣିନଗର ଟିମ ୧୧ ରନରେ ଜିତି ପୁରସ୍କୃତ ହୋଇଛନ୍ତି ! ଏହି ଟୁନାମେଣ୍ଟର ଉଦ୍ଘାଟକଭାବେ ଉତ୍କଳ ବିକାଶ ପରିଷଦର ସଭାପତି ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦାନ କରିଥିବାବେଳେ କ୍ଳବ ପକ୍ଷରୁ କ୍ୟାପ୍ଟନ ଅସିତ ବିଶ୍ୱାଳ,ରାକେଶ ପରିଡା, ପ୍ରଭଞ୍ଜନ ମହାପାତ୍ର, ସୁବ୍ରତ ପରିଡ଼ା, ପ୍ରିୟବ୍ରତ ପରିଡ଼ା, ସ୍ୱଂୟ ସାନୁ, ପ୍ରିୟବ୍ରତ ବିଶ୍ୱାଳ, ସୁଜିତ ପରିଡ଼ା, ରାଜେଶ ପରିଡା, ଅମିତ ମହାପାତ୍ର, ତ୍ରିଲୋଚନ ମହାପାତ୍ର, ଜଗଦୀଶ ବିଶ୍ବାଳ,ବିଶ୍ୱରଂଜନ ମାଝୀ, ପାର୍ଥସରଥୀ ଜେନା, ଗୁଡୁ, ଅରଜିତ ପରିଡ଼ା, ଅମ୍ଳାନ ବିଶ୍ଵାଳ, ଅଲେଖ ଦାଶ, ଅମରେଶ ବିଶ୍ୱାଳ, ହିମାଂଶୁ ବିଶ୍ୱାଳ,ଆଶିଷ ପରିଡ଼ା, ସରୋଜ ପରିଡା ପ୍ରମୁଖ କାର୍ଯ୍ୟକର୍ତା ଟୁନାମେଣ୍ଟ ପରିଚାଳନା କରିଥିଲେ !

Related Posts

About The Author

Add Comment