ହୋଲିଖେଳ ସାରି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବ୍ରାହ୍ମଣୀ ନଦୀରେ ବୁଡି ନାବାଳକର ମୃତ୍ୟୁ,

Spread the love

ଯଖପୁରା/ ୦୪/୦୩/ (ସନ୍ଧାନ ନ୍ୟୁଜ )ହୋଲିଖେଳ ସାରି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବ୍ରାହ୍ମଣୀ ନଦୀରେ ବୁଡି ନାବାଳକର ମୃତ୍ୟୁ, ଘଟଣାଟି ଘଟିଛି ଦାନଗଦି ବ୍ଲକ ଅନ୍ତର୍ଗତ ଯଖପୁରା ଥାନ ଅଧୀନ ମନୋହରପୁର ନିକଟସ୍ତ ବ୍ରାହ୍ମଣୀନଦୀରେ, ମୃତ ନାବାଳକ ହେଲେ ଯଖପୁରା ଥାନା ଯଖପୁରା ଗ୍ରାମର ସଦାନନ୍ଦ ମଳିକ ଙ୍କ ପୁଅ ସମୀର ମଳିକ(୧୬) ସମିରିକୁ ସ୍ଥାନୀୟ ଯୁବକ ବହୁ ଖୋଜା ଖୋଜି କରିବା ପରେ ପାଇଥିଲେ ସଙ୍ଗେ ସଙ୍ଗେ ଗ୍ରାମର କିଛି ଯୁବକ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ,ଖବର ପାଇ ଯଖପୁରା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବଦ କରି ଏକ ମାମଲା ରୁଜୁକରି ଶବ ବ୍ୟବଛେଦ ନିମନ୍ତେ ପଠାଇ ଥିଲେ, ଏପରି ଏକ ଦୁଃଖଦ ଖବରେ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି,,,

 

Related Posts

About The Author

Add Comment