ହାତୀ ଆକ୍ରମଣରେ ଯୁବକ ମୃତ

Spread the love

ସୁନ୍ଦରଗଡ଼ ତା:୨୧/୧୧/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) କିଛି ଦିନରୁ କିଞ୍ଜିରକେଲା ଅଞ୍ଚଳରେ ହାତୀର ଉପଦ୍ରବ ସହ ଜୀବନ ଚାଲିଯିବାର ଭୟାବହତା ଦେଖାଦେଇଛି । ସୂଚନା ଅନୁସାରେ ରସଟି ଗ୍ରାମର ମୁରଲୀ ଖଡ଼ିଆ ନାମକ ଯୁବକ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତକ ବ୍ୟକ୍ତି ସକାଳ ସମୟରେ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ
ପଡି ତାଙ୍କର ମୃତ୍ୟୁ ଘଟିଥିଲା । ଅନିୟନ୍ତ୍ରିତ ଭାବେ ବିଦ୍ୟୁତ ସରବରାହରେ ବ୍ୟାହତ ସୃଷ୍ଟି ହେଉଥିବାରୁ ହାତୀପଲ ଗ୍ରାମରେ ପସିଆସୁଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ସୂଚନା ମିଳିଛି । ଗତ କିଛିଦିନ ତଳେ ହାତୀ ଆକ୍ରମଣରେ ରାଏଡ଼ିହି ଗ୍ରାମର ଜଣେ ଯୁବକ ମୃତ୍ୟୁ ଘଟିଥିଲା ।

Related Posts

About The Author

Add Comment