ହକି ବିଶ୍ୱ କପ୍ ଟ୍ରପିଂ ସ୍ୱାଗତ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶାସନିକ ବୈଠକ

Spread the love

ଯାଜପୁର, ତା ୦୨ା୦୧ : ରାଜ୍ୟରେ ପୁରୁଷ ହକି ବିଶ୍ୱ କପ୍ – ୨୦୨୩ କୁ ଉତ୍ସବ ମୁଖର
ତଥା ଜାନୁୟାରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଶ୍ୱ କପ୍‌କୁ
ସ୍ମରଣୀୟ କରିବା ପାଇଁ ରାଜ୍ୟର ପ୍ରତି ଜିଲ୍ଳ୍‌ାରେ ହକି ବିଶ୍ୱ କପ୍ ଟ୍ରପିଂ
ପରିକ୍ରମା କରୁଅଚ୍ଥି । ଏହି ମର୍ମରେ ଆସନ୍ତା ଜାନୁୟାରୀ ୯ ତାରିଖରେ ହକି ବିଶ୍ୱ
କପ୍ ଟ୍ରପିଂ ପହଂଚିବ ଯାଜପୁର ଜିଲ୍ଳାରେ । ଏହାର ଭବ୍ୟ ସମ୍ୱର୍ଦ୍ଧନା ପାଇଁ ଜିଲ୍ଳ୍‌ା
ପ୍ରଶାସନ ତରପଂରୁ ମଙ୍ଗଳବାର ପୂର୍ବାହ୍ନରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ହୋଇଯାଇଚ୍ଥି । ଜିଲ୍ଳ୍‌ାପାଳ ଚଳ୍ରୱର୍ତ୍ତୀ ସିଂହ ରାଠୋର ଏହି ବୈଠକରେ ଅଧ୍ୟକ୍ଷତା
କରିବା ସହ କହିଲେ ଯେ, ଆସନ୍ତା ଜାନୁୟାରୀ ୯ ତାରିଖ ଅପରାହ୍ନରେ ଭଦ୍ରକ ଜିଲ୍ଳ୍‌ା
ପ୍ରଶାସନ ଠାରୁ ଚ୍ଥତାବର ଠାରେ ହକି ବିଶ୍ୱ କପ୍ ଟ୍ରପିଂ ଗ୍ରହଣ କରାଯାଇ ସେଠାରୁ
ବାଳାଶ୍ରମ ନିକଟରୁ ଅଣାଯିବ । ସେଠାରେ ସ୍ୱାଗତ ପୂର୍ବକ ଏକ ଭବ୍ୟ ଶୋଭାଯାତ୍ରାରେ
କୁସୁମା ସ୍ଥିତ କ୍ରିକେଟ୍ ଷ୍ଟାଡିୟମକୁ ନିଆଯିବ ଏବଂ କ୍ରୀଡାପ୍ରେମୀ ଓ
ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ କିଚ୍ଥି ସମୟ ରହିବ । ଏହି ସମୟ ଭିତରେ ବିଭିନ୍ନ ସାଂସ୍କୃତିକ
କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କ୍ରୀଡାପ୍ରେମୀ, ସ୍ୱୟଂ ସହାୟକ
ଗୋଷ୍ଠୀ, ଜନ ପ୍ରତିନିଧି ଓ ସାଧାରଣ ଜନତାଙ୍କୁ ସାମିଲ କରିବାକୁ ବୈଠକରେ ନିଷ୍ପତି
ନିଆଯାଇଥିଲା । ଜନ ସମାଗମକୁ ଦୃଷ୍ଟିରେ ରଖି ବାଳାଶ୍ରମ ଠାରୁ କୁସୁମା ସ୍ଥିତ
କ୍ରିକେଟ ଷ୍ଟାଡିୟମ ଯାଏ ଟ୍ରାପିଂକ ନିୟନ୍ତ୍ରଣ ଓ ପାର୍କିଂ ବ୍ୟବସ୍ଥାକୁ ଧ୍ୟାନ
ଦେବାପାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଚ୍ଥି । କୁସୁମା ଠାରେ
ସ୍ୱାଗତ ଉତ୍ସବ ପରେ ବିଶ୍ୱ କପ୍ ଟ୍ରପିଂ ଧର୍ମଶାଳ ବ୍ଳ୍‌କର ଜାରକା ଠାରେ ପହଞ୍ଚିବ ଏବଂ
ସେଠାରୁ କେନ୍ଦ୍ରପଡା ଅଭିମୁଖେ ଯାତ୍ରା କରିବ । ଜାନୁୟାରୀ ୧୧ ତାରିଖରେ କଟକର
ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ କପ୍ ଟ୍ରପିଂର ରାଜ୍ୟ ସ୍ତରୀୟ ସମ୍ୱର୍ଦ୍ଧନା
ସମାରୋହର ସିଧା ପ୍ରସାରଣ ସ୍ଥାନୀୟ ଜିଲ୍ଳ୍‌ା ହକି ଷ୍ଟାଡିୟମରେ ଦେଖିବା ପାଇଁ ବ୍ୟବସ୍ଥା
କରାଯାଇଚ୍ଥି । ସେହିପରି ଜାନୁୟାରୀ ୧୩ ତାରିଖରେ ହେବାକୁ ଥିବା ହକି ବିଶ୍ୱ କପ୍‌
ଊଦ୍‌ଘାଟନୀ ମ୍ୟାଚ୍‌ର ଜିଲ୍ଳ୍‌ା ସ୍ତରୀୟ ଊଦ୍‌ଘାଟନୀ ଊତ୍ସବ ହକି ଷ୍ଟାଡିୟମରେ
ଆୟୋଜନ କରାଯିବ । ହକି ବିଶ୍ୱ କପ୍‌କୁ ସ୍ମରଣ କରିବା ପାଇଁ ଜିଲ୍ଳ୍‌ା ସଦର ମହକୁମା
ଠାରୁ ଆରମ୍ଭ କରି ବ୍ଳ୍‌କ, ପଞ୍ଚାୟତ ଏବଂ କାର୍ଯ୍ୟାଳୟ ମାନଙ୍କରେ ହକି ପୋଷ୍ଟର, ବ୍ୟାନର
ଆଦି ଲଗାଯିବ । ଏହି ବୈଠକରେ ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର
ମଲ୍ଳ୍‌ିକ, ଅତିରିକ୍ତ ଜିଲ୍ଳ୍‌ାପାଳ(ପ୍ରଶାସନ) ଦୁଃଖବନ୍ଧୁ ନାୟକ,ଜିଲ୍ଳ୍‌ା ପରିଷଦର ମୁଖ୍ୟ
ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ
ଆରକ୍ଷୀ ଅଧିକ୍ଷକ ନାରାୟଣ ଚନ୍ଦ୍ର ବାରିକ, ଉପ-ଜିଲ୍ଳ୍‌ାପାଳ ଗୋପିନାଥ କୁଅଁର, କ୍ରୀଡା
ଅଧିକାରୀ ପଂକୀର ମୋହନ ଟୁଡୁ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଯାଜପୁର
ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ, ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନ ସ୍ୱାସ୍ଥ୍ୟ
ଅଧିକାରୀ ଡା. ଶିବାଶିଷ ମହାରଣା, ଯାଜପୁର ପୈାରାଧିକାରୀ ସୂର୍ଯ୍ୟମଣି
ପାଟଯୋଶୀ, ଜିଲ୍ଳ୍‌ା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ତିଳୋତ୍ତମା ପୃଷ୍ଟି ଓ
ଜିଲ୍ଳ୍‌ା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Related Posts

About The Author

Add Comment