ଯାଜପୁର ସଦର, ୨୭ା୦୨: ଯାଜପୁର ଜିଲ୍ଲାରେ ସୌଭାଗ୍ୟଜ୍ୟୋତି ଯୋଜନା ପ୍ରହଶନ ପାଲଟିଥିବା ଦେଖିବାକୁ ମିଳିଚି । ଏଠାରେ ସୁଚନା ଯୋଗ୍ୟ ଯେ, ସୌଭାଗ୍ୟଜ୍ୟୋତି ଯୋଜନାରେ ହିତାଧିକାରୀ ମାନଙ୍କର ଅଧିକ ବିଲ୍ ଆସୁଥିବା ବେଳେ, ସୌଭାଗ୍ୟଜ୍ୟୋତି ଯୋଜନାରେ ଘରକୁ ଲାଇନ ନେଇଥିବା ବେଳେ, ହିତାଧିକାରୀ ମାନେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଯାହାକି ବିଭିନ୍ନ ପାଂୟତର ସୌଭାଗ୍ୟଜ୍ୟୋତି ଯୋଜନା ଲାଇନ ପାଇବାରେ ବଞ୍ôଚତ ହେଉଥିବା ହିତାଧିକାରୀ ମାନେ ସେବା ପାଇବାରେ ବଞ୍ôଚତ ହେଉଥିବା ବେଳେ, ଏଥିପ୍ରତି ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାଲାଗି ବିଭିନ୍ନ ପଂଚାୟତର ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ଏହାର ସମାଧାନ କରାଯିବା ଲାଗି ସାଧାରଣରେ ଦାବି କରାଯାଉଚି ।
ସୌଭାଗ୍ୟଜ୍ୟୋତି ଯୋଜନା ପ୍ରହସନ ପାଲଟିଚି
|
February 29, 2024 |



