ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ୧କୋଟି ଟପିଲା

Spread the love

ଯାଜପୁର ସଦର, ୦୭ ।୦୩: ରାଜ୍ୟସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ପ୍ରତିମହିଳା ହିତାଧିକାରୀ ମାନଙ୍କୁ ୨ବର୍ଷରେ ୨୫ହଜାର ଟଙ୍କା ଲେଖାଏ ୨ ବର୍ଷରେ ୫୦ହଜାର ଟଙ୍କା ଦେବାଲାଗି ଓଡ଼ିଶାର ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଥିବା ବେଳେ, ସୁଭଦ୍ରା ଯୋଜନା ହିତାଧିକାରୀ ମାନଙ୍କ ପାଇଁ ୫ହଜାର ଟଙ୍କା ଦେବାକୁଥିବା ବେଳେ, ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ବେଳେ, ପ୍ରଥମ କିସ୍ତିରେ ୫ହଜାର ଟଙ୍କା ଲେଖାଏଁ ଦିଆଯାଇଥିବା ବେଳେ, ରାଜ୍ୟ ସରକାରଙ୍କ ପକ୍ଷରୁ ସାମିଲ ହୋଇଥିବା ସୁଭଦ୍ରା ଯୋଜନାରେ ରାଜ୍ୟ ସରକାର ୧କୋଟି ମହିଳା ହିତାଧିକାରୀଙ୍କୁ ସହାୟତା ଦେଇଥିବା ବେଲେ, ଓଡ଼ିଶାର ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଶୁଭେତ୍ସା ଜଣାଇଥିବା ସହିତ ରାଜ୍ୟସରକାର ୧କୋଟି ପୂରଣ କରିଥିବାରୁ ବିଭିନ୍ନା ମନ୍ଦିର ମାନଙ୍କରେ ମହିଳା ହିତାଧିକାରୀ ଦିପ ଜଳାଇ ରାଜ୍ୟ ସରକାରଙ୍କୁ ଶୁଭେତ୍ସା ଜଣାଇବା ସହିତ ଶୁଭମନାସୀଥିଲେ । ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ୧କୋଟୀ ହିତାଧିକାରୀଙ୍କୁ ଟଙ୍କା ଦିଆଯାଇଥିବା ବେଲେ, ୨ଲକ୍ଷ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି । ବାଦ ପଡ଼ିଥିବା ପାଇନଥିବା ହିତାଧିକାରୀଙ୍କୁ ଚିହ୍ନଟ କରାଯଅଇ ସେମାନଙ୍କୁ ଦିଆଯିବା ପାଇଁ ନିଷ୍ଟତି ନିଆଯାଇଚି । ଦିତୀୟ କିସ୍ତିରେ ସାମିଲ ହୋଇଥିବା ସୁଭଦ୍ରା ଯୋଜନା ହିତାଧିକାରୀ ମାନଙ୍କୁ ତାଙ୍କ ଏକାଉଣ୍ଟକୁ ଆସନ୍ତା ମାର୍ଚ୍ଚ ୮ତାରିଖରେ ୫ହଜାର ଲେଖାଏଁ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏକାଥରରେ ବାକିଥିବା ହିତାଧିକାରୀଙ୍କୁ ୧୫ହଜାର ଟଙ୍କା ଲେଖାଏଁ ଦେବାପାଇଁ ନିଷ୍ପତି ନେଇଛନ୍ତି ।

Related Posts

About The Author

Add Comment