ସର୍ପା ଘାତରେ ମହିଳା ମୃତ

Spread the love
  • 9
    Shares

ବଡଚଣା, ୨୯/୫(ସନ୍ଧାନ ନିୟୁଜ୍/ ଆର୍ତତ୍ରାଣ ସାହୁ): ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ସର୍ପାଘାତରେ ଆସିଥିବା ଜଣେ ଗୁରୁତର ମହିଳାଙ୍କ ମୃତୁ୍ୟ ହୋଇଛି । ସୂଚନା ମୁତାବକ ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଶୋଲଗାଡ଼ିଆ ଗ୍ରାମର ଗୁରିଆ ଦେହୁରୀଙ୍କ ସ୍ତ୍ରୀ ରମ୍ଭା ଦେହୁରୀ (୫୦)ଘରେ ଶୋଇଥିବା ବେଳେ ବିଶଧର ସାପ ତାଙ୍କୁ କାମୁଡିଥିଲା । ପରିବାର ଲୋକେ ଗୁରୁତ୍ୱର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିଲେ । ଡାକ୍ତର ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ବଡ଼ଚଣା ପୁଲିସ ଅପମୃତୁ୍ୟ ମାମଲା ରୁଜୁକରିବା ସହ ଶବ ଜବତ କରି ବ୍ୟବଛେଦ ପରେ ତାଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।

ADVT

  • 9
    Shares

Related Posts

About The Author

Add Comment