ସମୁଦ୍ର ରେ ଭାସିଯାଇ ଜଣେ ମୃତ

Spread the love

।ଅସ୍ତରଙ୍ଗ ୧୬/୭ (ସନ୍ଧାନ ନ୍ୟୁଜ୍) -: ପୁରିଜିଲା ଅସ୍ତରଙ୍ଗ ଥାନା ର ଗୁଣ୍ଡଳବା ଗ୍ରାମର ଜଣେ ଯୁବକ ଶୁକ୍ରବାର ସକାଳେ ନିକଟ ସମୂଦ୍ର ରେ ଭାଷୀ ଯାଇ ମୃତୁ ବରଣ କରିଛନ୍ତି । ତାଙ୍କର ନାମ ହେଲା ଦୁର୍ଗା ପ୍ରସାଦ ସ୍ଵାଇଁ । 18 ବର୍ଷ । ସେ ସେଇ ଗ୍ରାମର ହରଷ ସ୍ବାଇଁ ଙ୍କ ପୁଅ । ଦୁର୍ଗା ଆଜି ସକାଳେ ନିକଟ ସମୁଦ୍ର କୁ ଶୌଚ ହେବାକୁ ଯାଇ ଥିବା ବେଳେ ସମୁଦ୍ର ଢେଉ ରେ ଭାସି ଯାଇ ଥିଲେ।ହେଲେ କିଛି ସମୟ ପରେ ସେଇ ଗ୍ରାମର ପ୍ରଫୁଲ୍ଲ ବିଶ୍ୱାଳ ସମୁଦ୍ର କୂଳକୁ ଯାଇ ଥିଲା ବେଳେ ଦୁର୍ଗା କୂଳରେ ଲାଗି ଥିବାର ଦେଖି ଥିଲେ । ଗ୍ରାମ ଲୋଙ୍କକୁ ଜଣାଇବା ପରେ ଲୋକ ମାନେ ପହଂଚି ଦୁର୍ଗାଙ୍କୁ ଉଦ୍ଧାର କରି ଅସ୍ତରଙ୍ଗ ଗୋଷ୍ଟି ସ୍ଵସ୍ଥ କେନ୍ଦ୍ର ଆଣିଥିଲେ । ହେଲେ ଡାକ୍ତର ଚିକିତ୍ସା କରି ଏହାକୁ ମୃତ ଘୋଷଣା କରି ଅସ୍ତରଙ୍ଗ ପୋଲିସ କୁ ଖବର ଦେଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସବ ଜବତ କରିବା ସହ ଛାରିଛକ ଗୋଷ୍ଟି ସ୍ଵସ୍ଥ କେନ୍ଦ୍ର କୁ ବ୍ୟବଚ୍ଛେଦ ନିମନ୍ତ ପଠାଇ 5,,,2021 ରେଏକ ଅପ ମୂର୍ତ୍ତୃ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ଅସ୍ତରଙ୍ଗ ଥାନା ଆଇ ଆଇ ସି ବାମଦେବ ନନ୍ଦ କହିଛନ୍ତି ।ଅପର ପକ୍ଷରେ ଦୁର୍ଗା ର ବାପା ହରଷ ପୁଅର ମୃତୁ ନେଇ ଅସ୍ତରଙ୍ଗ ଥାନ ରେ ଏକ ଲିଖିତ ଅଭିଯୋଗ କରି ଛନ୍ତି ।

Related Posts

About The Author

Add Comment