ସମାଜସେବୀ ଶୁଭଶ୍ରୀ ମହାପାତ୍ର ସମ୍ବର୍ଦ୍ଧିତ

Spread the love

କଟକ  : କଟକ ଜିଲ୍ଲା ମାହାଙ୍ଗା ବ୍ଲକର ସମାଜସେବୀ ଶ୍ରୀମତୀ ଶୁଭଶ୍ରୀ ମହାପାତ୍ରଙ୍କୁ କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ମନ କିଣିନେଲା କଳା ଠାକୁର ଗ୍ରୁପ ଅଫ ଓଡିଶାର ଚତୁର୍ଥ ବାର୍ଷିକ ଉତ୍ସବରେ ସେବା ସମ୍ମାନରେ ସମ୍ମାନିତ କରାଯାଇଛି  l ବାର୍ଷିକ ଉତ୍ସବ କାଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ହିମାଂଶୁ ଶେଖର ସାହୁ ସମ୍ମାନିୟ ଅତିଥି ନଳିନକାନ୍ତ ରଥ ଉକ୍ତ କାଯ୍ୟକ୍ରମରେ ଯୋଗ ଦେଇ ଶ୍ରୀମତୀ ଶୁଭଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି l ଶୁଭଶ୍ରୀ ମହାପାତ୍ର ଜଣେ ଆଗଧାଡ଼ିର ସମାଜ ସେବୀ ଭାବରେ ମାହାଙ୍ଗା ଅଂଚଳରେ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି  l

Related Posts

About The Author

Add Comment