ନବରଙ୍ଗପୁର, (ସନ୍ଧାନ ନିୟୁଜ/ ଟୁନା କୁମାର ମିଶ୍ର) ନବରଙ୍ଗପୁର ଜିଲ୍ଲା ମୁନିସିପାଲିଟି ଅôଧନସ୍ଥ ୱାଡ ନମ୍ବର ୨ରେ ଭଗବତ ସାହି ଠାରେ ରହିଥିବା ନାଳ ନର୍ଦମା ଗୁଡିକ ନିୟମିତ ସଫା ହେଉନି । ଫଳରେ ଅଦିନିଆ ସାମନ୍ୟ ବର୍ଷା ହେବା ପରେ ନାଳଗୁଡିକ ପରିପୁ୍ର୍ଣ୍ଣ ହୋଇ ନାଳ ପାଣି ଘରେ ପଶିଥାଏ । ଫଳରେ ୱାର୍ଡ ବାସିନ୍ଧା ମାନେ ନାହିଁ ନଥିବାଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଏହାକୁ ସଫା କରିବାକୁ ଦାବି ହେଉଥିବା ବେଳେ ଏଥିପ୍ରତି ସ୍ଥାନୀୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ । ଏବେ ନାଳ ଗୁଡିକ ବର୍ଷ ପାଣିରେ ପୁରି ଘରେ ପଶିଥିଲା । ଅଭିଯୋଗ ପରେ ଯଦିଓ ଏହାକୁ ସଫା କରାଯାଇଥିଲା ହେଲେ ନର୍ଦମା ପାଣି ,କାଦୁଅ ପଙ୍କକୁ ନନିଆଯାଇ ରାସ୍ତା ଉପରେ ରଖିଦିଆଗଲା । ଫଳରେ ଅଧିକ ମାତ୍ରାରେ ଦୃଗନ୍ଧ ହେଉଛି ତୁରନ୍ତ ଏହାକୁ ସଫା କରିବା ସହିତ ନାଳକୁ ନିୟମିତ ବ୍ୟବଧାନରେ ସଫା କରିବାକୁ ୱାଡଁ ବାସିନ୍ଧା ମାନେ ଦାବି କରିଛନ୍ତି ।
ତାଜା ଖବର
- ବାଉଁଶଦୋଳରେ ଡାଇରିଆ ଆତଙ୍କ: ଜଣେ ଯୁବକଙ୍କ ମୃତ୍ୟୁ, ୧୩ ଆକ୍ରାନ୍ତ
- ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ : ପ୍ରବଳ ଖରାରେ ପଥିକ ହନ୍ତସନ୍ତ
- ନବେ କୋଟି ଟଙ୍କାର ଜଳ ପ୍ରକଳ୍ପ, ମିଳୁ ନାହିଁ ବିନ୍ଦୁଏ ଜଳ
- ଆଦର୍ଶ ଶିକ୍ଷୟତ୍ରୀ ଜୟନ୍ତୀ ଖୁଣ୍ଟିଆ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଯାଜପୁର ଜ ଡୋଲୀପୁରରେ ଅବକାରୀ ଥାନା ଅଛି, ହେଲେ ଯିବାକୁ ରାସ୍ତା ନାହିଁ;
- ଅବକାରୀ ବିଭାଗର ଅତର୍କିତ ଚଢାଉ ,୩୬ ଲିଟର ଦେଶୀ ମହୁଲି ମଦ ସହ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ
- “ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ନା ବିନାଶ ପରିଷଦ? ୨ ବର୍ଷରେ ଖର୍ଚ୍ଚ ହୋଇଛି ମାତ୍ର ୦.୧୯% ଅର୍ଥ!”
- ଦଶରଥପୁର -ମଙ୍ଗଳପୁର ଅଞ୍ଚଳରେ ଗ୍ୟାସ ସଙ୍କଟ
- ସାମ୍ବାଦିକ ଉପରେ ମରାନାନ୍ତ୍କ ଆକ୍ରମଣ,ଥାନାରେ ଏତଲା ।


