ସଂସ୍କୃତି ଭବନ ମରାମତି ପାଇଁ ବନ୍ଦ ରହିବ

Spread the love

ଯାଜପୁର ୩୦/୧୦/୨୧ (ସନ୍ଧାନ ନିଉଜ) : ଯାଜପୁର ସହରସ୍ଥିତ ଗୌତମ ବୁଦ୍ଧ ସଂସ୍କୃତିଭବନର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ କରାଯିବ ପାଇଁ ନିଷ୍ପତି ନିଆଯାଇଛି । ସେଥିପାଇଁ ନଭେମ୍ବର ମାସ ୧୫ତାରିଖ ଠାରୁ ଅନିଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଏହି ମରାମତି କାର୍ଯ୍ୟ ଚାଲୁରହିବ । ଏହିକାର୍ଯ୍ୟ ଆପାତତଃ ୩ ମାସରୁ ଉର୍ଦ୍ଧ୍ୱ ଲାଗିବ ବୋଲି ଆକଳନ କରାଯାଇଛି । ତେଣୁ ନଭେମ୍ବର ୧୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟକାଳ ପାଇଁ ସଂସ୍କୃତି ଭବନ ସଂରକ୍ଷଣ ବନ୍ଦ ରହିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଅବଗତ କରାଯାଇଅଛି ।

Related Posts

About The Author

Add Comment