ଶ୍ରେୟା ପାଉଣ୍ଡେସନ ପକ୍ଷରୁ କରୋନା ସଚେତନତା
କଟକ,୧୨/୦୫ (ସନ୍ଧାନ ନିଉଜ) କରୋନା ପାଇଁ ସାରା ରାଜ୍ୟ ଲକ ଡାଉନ ହେବା ଫଳରେ ସର୍ବାଧିକ ପ୍ରଭାବିତ ହେଉଛନ୍ତି ଗରିବ ଏବଂ ମଧ୍ୟବିର୍ତ୍ତ ପରିବାର ବର୍ଗ । ଏପରି ସ୍ଥଳେ କଟକ ଜିଲ୍ଲା ସାଲେପୁର ଅଂଚଳରେ ଶ୍ରେୟା ପାଉଣ୍ଡସନ ପକ୍ଷରୁ ଏହାର ପ୍ରତିଷ୍ଠାତା ଦେବଯାନୀ ସ୍ୱାଇଁ ଜେନାଙ୍କ ପକ୍ଷରୁ ଏହି ଅଂଚଳରେ ୭ଟି ଗ୍ରାମରେ ସାମଜିକ ସଚେତନତା କରିବା ସହିତ ଗରିବ ପରିବାରକୁ ରାସନ ବଂଟନ କରିଛନ୍ତି । ନିଜସ୍ୱ ଉଦ୍ୟମରେସଂଚିତ ଅର୍ଥକୁ ଗରିବ ମାନଙ୍କ ପାଇଁ ଖର୍ଚ୍ଚ କରି ଶ୍ରୀମତୀ ଜେନା ଅଂଚଳରେ ବେଶ ପ୍ରସଂଶିତ ହୋଇଛନ୍ତି । Report- Bimal Behera

Related Posts
About The Author