ଭୁବନେଶ୍ୱର, ୧୮/୦୫ (ସନ୍ଧାନ ନିଉଜ) ବାହାଘର ପାଇଁ ୫୦ ଅତିଥିଙ୍କୁ ମିଳିବ ଅନୁମତି । ଲକଡାଉନ ଭିତରେ ବାହାଘର କରୁଥିଲେ ସର୍ବାଧିକ ୫୦ ଜଣ ଅତିଥିଙ୍କ ପାଇଁ ଅନୁମତି ମିଳିବ । ୫୦ରୁ ଅଧିକ ଅତିଥି ଥିଲେ ବାହାଘର ପାଇଁ ଅନୁମତି ମିଳିବ । ତେବେ ବାହାଘର ବେଳେ ସାମାଜିକ ଦୂରତା ରଖି ସବୁ କାମ କରିବାକୁ ନୂଆ ଲକଡାଉନର ଗାଇଡଲାଇନରେ ସୂଚାଇ ଦିଆଯାଇଛି । ଅନ୍ତିମ ସଂସ୍କାର ପାଇଁ ୨୦ ଜଣଙ୍କୁ ବି ଅନୁମତି ମିଳିବ ।
Forward Ahed
|