ଲକଡାଉନ ଅଞ୍ଚଳରେ ଦିନ ୧୦ରୁ ୨ଟା ପର୍ଯ୍ୟନ୍ତ ଖୋଲିବ ବ୍ୟାଙ୍କ

Spread the love

କରୋନା ସଂକ୍ରମଣକୁ ରାଜ୍ୟରେ ରୋକିବା ପାଇଁ ରାଜ୍ୟର ଯେଉଁ ସବୁ ଅଞ୍ଚଳରେ ଲକ୍ ଡାଉନ୍ ଘୋଷଣା କରାଯାଇଛି ସେଠାରେ ବ୍ୟାଙ୍କଗୁଡ଼ିକ ଦିନ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Related Posts

About The Author

Add Comment