ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ତରଫରୁ ମହା ହିନ୍ଦୁ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ସୁନ୍ଦରଗଡ ତା:୧୯/୧/୨୦୨୬(ସନ୍ଧାନ ନ୍ୟୁଜ) ହିନ୍ଦୁ ସମାଜର ଜାଗରଣରେ ସାମିଲ ହେବା ପାଇଁ ଲୁଲକିଡିହି ମଣ୍ଡଳ ପକ୍ଷରୁ ଶାଗବାହାଳ ରେ ବିଶ୍ଵ ହିନ୍ଦୁ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସୂଚନା ଅନୁସାରେ ପ୍ରାରମ୍ଭରେ ସକାଳ ୮ ଟା ସମୟରେ ଶୋଭାଯାତ୍ରା ସହିତ ୯ ଟା  ସମୟରେ ଗୋ ପୂଜନ,ତା ପରେ ପରେ ୧୦ ଟା ରୁ ୧୨ ଟା ଯଜ୍ଞ  କାର୍ଯ୍ୟକ୍ରମ ଓ ୧୧ ଟା ୨ ଟା ବୌଦ୍ଧିକ କାର୍ଯ୍ୟକ୍ରମ ହୋଇଥିଲା ।ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ହେଲା ପରେ ସଭା ସାଙ୍ଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କର୍ମକର୍ତ୍ତା ଅରୁଣ କୁମାର ସାହୁ, ନରେନ୍ଦ୍ର ମହକୁଲ, ଜଗଦମ୍ ସାଏ, ହିରାଲାଲ ମିଞ୍ଜ, ଉପେନ୍ଦ୍ର କୁଜୁର୍,ବିକି ଗୁପ୍ତା ଉପସ୍ଥିତିରେ ପ୍ରତ୍ୟେକ କାର୍ଯ୍ୟ ଶାନ୍ତିଶୃଙ୍ଖଳା ରେ ସମ୍ପନ୍ନ ହୋଇଥିଲା ।ତଳସରା ପୋଲିସ ପକ୍ଷରୁ ଆଇନ ଶୃଙ୍ଖଳା  ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment