ଯାଜପୁର ସଦର, ୧୧/୩/୨୬ (ସନ୍ଧାନ ନ୍ୟୁଜ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତର ବୋହୁ ପୁରାତନ ରାଧାକାନ୍ତ ମେଲଣ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ପ୍ରଭୁ ରାଧାକାନ୍ତ ଜୀଉ ସୁ ସୋଜିତ ବିମାନରେ ବାହାରି ରୋଷଣି ମାଧ୍ୟମରେ ପ୍ରଭୁ ଶ୍ରୀ ରାଧାକାନ୍ତ ଥାନପତି ମେଲଣ ପଡ଼ିଆକୁ ବିଜେ କରିଥିଲେ ରାଧାକାନ୍ତଙ୍କ ପୂଜାହାରି ପୁରୁଷୋତମ ଦାଶଙ୍କ ତତ୍ଵଅବଧାନରେ ୧୬୦ ବର୍ଷରେ ପଦାର୍ପଣ କରିଥିବାବେଳେ ରାଧାକାନ୍ତ ମେଲଣ କମିଟି ପକ୍ଷରୁ ଆୟୋଜନ କରାଯାଇ ଥିଲା । ପ୍ରଭୁରାଧାକାନ୍ତ ଦେ।ଳବିମାନରେ ହୋଲି ଖେଳି ମେଲଣ ମଣ୍ଡପରେ ପାହଁଚିବା ପରେ କମିଟି କମିଟି ପକ୍ଷରୁ ପ୍ରଭୁଙ୍କୁ ଦର୍ଶନ କରିବା ସହିତ ପ୍ରଭୁଙ୍କର ଆଶ୍ରୀବାଦ ଭିକ୍ଷା କରିଥିଲେ ଏହି ଅବସରରେ ଅନ୍ୟ ବିଭାନ ଗୁଡିକ ବିଜେ କରିଥିଲେ । ବିଭାନ ଗୁଡିକ ହେଲା ଗୋବିନ୍ଦ ପାଟଣା (ଗୋପାଳ ପୁର) ବେଲଗୁଡି, ରାଧାନଗର, ବୃନ୍ଦାବନ ଚନ୍ଦ୍ରଜୀଉ(ଆଲାଡି), ଗୋପାଳ ପୁର ନୂଆସାହି, ଚକଗୋପାଳପୁର, ଗୋପଳ ଜୀଉ ଗୋପାଳ ପୁର ପ୍ରଥମ। ଖଣ୍ଡି ତଳସାହି ଜୀଉମାନେ ପ୍ରସେସନର ବାହାରି ମେଲ ଣ ପଡ଼ିଆରେ ବିଜେ କରିବା ସହିତ ମେଲଣ କୁ ଆସିଥିବା ବିଭାନ ଗୁଡ଼ିକ ପକ୍ଷରୁ ଭଜନ ସଂଧ୍ୟା ମେଲୋଡି କରାଯାଇଥିଲା ରାଧାକାନ୍ତ ମେଲଣ କମିଟି ପକ୍ଷରୁ ସମସ୍ଥ ପ୍ରସ୍ତୁତି କାର୍ୟ୍ୟ କରଯାଇଥିବା ବେଳେ ପାନୀୟ ଜଳ ଆଲୋକ ବେବସ୍ଥା ପରିମଳ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ଵ ଦିଆଯାଇଥିଲା କମିଟି ପକ୍ଷରୁ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ସୁଚ।ରୁରୂପେ ପରିଚାଳନା କରିଥିଲେ ଶାନ୍ତି ଶୃଙ୍ଗଳା ରକ୍ଷା କରିବା ପାଇଁ କମିଟି ପକ୍ଷରୁ ପୋଲିସ୍ ବ୍ୟବସ୍ଥା କରାଯାଇଥିଲା ବ୍ରହ୍ମବରଦା ଧାନା ଆଇଆଇସି ଉପସ୍ଥିତ ରହି ତିକ୍ଷ୍ଣ ନଜର ରଖିଥିଲେ ବ୍ରହ୍ମବରଦା ଥାନାର ଷ୍ଟାପ୍ ମାନେ ଆରନ୍ଶୃଙ୍ଖଳା ଉପରେ ନଜର ରଖିବା ସହିତ ଶାନ୍ତି ଶଙ୍ଗଳା ସହ ରାଧାକାନ୍ତ ଙ୍କ ମେଲଣ ଉତ୍ସବ ଅନୁଷ୍ଠ ଅନୁଷ୍ଠିତ କରାଯାଇଥିବା ବେଳେ ମେଲଣ କମିଟି ପକ୍ଷରୁ ବିଭାନ ଗୁଡିକୁ ଦକ୍ଷିଣ। ଦେବା ସହିତ ମେଲାଣି ଦେଇଥିଲେ
ରାଧାକାନ୍ତ ସହେ ଷାଠିଏ ବର୍ଷର ମେଲଣ ଉଦ୍ଯାପନ ଦିବସ
|
March 11, 2026 |



