କଟକ : କଟକ ସଦର ୪୨ ମୌଜା ସ୍ଥିତ ରାତ୍ରୀ କାଳୀନ ଦହିଗାଁ ପ୍ରିମିୟର୍ ଲିଗ୍(ଡିପିଏଲ୍) ଦହିଗାଁ ଖେଳ ପଡିଆରେ ଅନୁଷ୍ଠିତ ହୋଇ ଉଜ୍ଜାପିତ ହୋଇ ଯାଇଛି । ଫାଇନାଲ ମ୍ୟାଚ୍ କଳପଡା କ୍ରିକେଟ୍ ଟିମ୍ ଓ ଝାରକଟା କ୍ରିକେଟ୍ ଟିମ୍ ଖେଳି ଶେଷରେ କଳପଡା କ୍ରିକେଟ୍ ଟିମ୍ ଚମ୍ପିୟାନ ହୋଇ ୯୦୦୦ ଟଙ୍କା ଏବଂ ଝାରକଟା ଟିମ୍ ୭୦୦୦ ଟଙ୍କା ପୁରସ୍କାର ସ୍ୱରୂପ ଲାଭ କରିଥିଲେ । ରାଧା ଗୋବିନ୍ଦ ପତି,ବିଶ୍ୱଜିତ୍ ପତି,ଅଭିଷେକ ମହାପାତ୍ର,ଶ୍ରୀନିବାସ ଭୋଇ,ରାଜା ଭୋଇ,ଅମିତ ଭୋଇ,ପ୍ରତ୍ୟୁଷ ମହାନ୍ତି ,ସତ୍ୟମ ମହାନ୍ତି,ଅଙ୍କିତ ମହାନ୍ତି,ଆକାଶ ମହାନ୍ତି,ବିଘ୍ନେଶ୍ୱର ଭୋଇ,ଅସୀମ ପତି ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ କ୍ରିକେଟ ପ୍ରେମୀ ଦର୍ଶକ ଉପସ୍ଥିତ ରହି ମ୍ୟାଚକୁ ଉପଭୋଗ କରିବାସହ ଖଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
ରାତ୍ରୀ କାଳୀନ ଦହିଗାଁ ପ୍ରିମିୟର୍ ଉଜ୍ଜାପିତ
|
March 6, 2023 |



