ଭୁବନେଶ୍ୱର, ୦୬/୦୪/ (ସନ୍ଧାନ ନିଉଜ୍)ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏପ୍ରିଲ୍ ମାସର ପ୍ରତିଦିନ କରୋନା କରୁଛି ନୂଆ ନୂଆ ରେକର୍ଡ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୬ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୧୩ ଜଣ, ବରଗଡ଼ରୁ ୨୧, ଭଦ୍ରକରୁ ୯ ଜଣ, ବଲାଙ୍ଗିରରୁ ୧୧ ଜଣ, କଟକରୁ ୩୦ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୬ ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ୨୭ ଜଣ, ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୧୫ ଜଣ, ଝାରସୁଗୁଡ଼ାରୁ ୩୧ ଜଣ, କଳାହାଣ୍ଡିରୁ ୬୪ ଜଣ, କନ୍ଧମାଳରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ତାଜା ଖବର
- ବରୀ ଲୋକ କଳା ମହୋତ୍ସଵ ରେ ସାମ୍ବାଦିକ ସୁରେଶ କର ସମ୍ମାନିତ
- ସାମାଜିକ ସଙ୍ଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶାର ପ୍ରତିଷ୍ଠା ଦିବସ ନେଇ ପ୍ରସ୍ତୁତି ଚୂଡ଼ାନ୍ତ
- ବ୍ରାହ୍ମଣୀ ନଦୀରେ ପୁଅ ବୁଡ଼ି ଯିବାରୁ ୨୬ଜଣଙ୍କ ନାମରେ ମାମଲା ରୁଜୁ
- ଅରଙ୍ଗାବାଦ ପଂଚାୟତରେ ୯ଗୋଟି ୱାର୍ଡ଼ ସଭ୍ୟଙ୍କ ସଭ୍ୟପଦ ରଦ୍ଦ କଲେ ଜିଲ୍ଲାପାଳ
- ବ୍ରହ୍ମବରଦା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସିଡିଏମ ଚଢ଼ାଉ କଲେ
- ଝିରିପାଣି ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ
- ଖତ ଖାଉଛି ସାମୁଦାୟିକ ଶୌଚାଳୟ,ଜିଲ୍ଲାପରିଷଦ ପାଣ୍ଠିର ଅପବ୍ୟବହାର
- ସବଡେଗା କୃଷି ଉଦ୍ୟାନ ଅଫିସ୍ ପାଲଟିଛି ସରିଶୃପଙ୍କ ପୃଷ୍ଠ ଭୂମି
- ଜାଣନ୍ତୁ ଘରେ କେଉଁ ବସ୍ତୁ ରଖିଲେ ମିଳିବ ବାସ୍ତୁ ଦୋଷରୁ ମୁକ୍ତି ; ଜୀବନରେ ହେବ ଧନର ବର୍ଷା
- ସକାଳୁ ଉଷୁମ ପାଣି ପିଇବା ଦ୍ୱାରା କଣ ହୋଇଥାଏ ; ଆସନ୍ତୁ ଜାଣିବା…


