ରାଜ୍ୟରେ କରୋନା ନେଲା ୨୧ ମୁଣ୍ଡ : ମୋଟ ମୃତ୍ୟୁ ସଂଖ୍ୟା ୨,୩୭୮ କୁ ବୃଦ୍ଧି

Spread the love

ଭୁବନେଶ୍ୱର (ସନ୍ଧାନ ନିଉଜ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୩୭୮ କୁ ବୃଦ୍ଧି ପାଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ବରଗଡ ଜିଲ୍ଲାରୁ ୧ ଜଣ .
ବଲାଙ୍ଗୀର ଜିଲ୍ଲାରୁ ୧ ଜଣ .
କଟକ ଜିଲ୍ଲାରୁ ୧ ଜଣ .
କଳାହାଣ୍ଡି ଜିଲ୍ଲାରୁ ୩ ଜଣ .
କନ୍ଧମାଳ ଜିଲ୍ଲାରୁ ୧ ଜଣ .
କେନ୍ଦୁଝର ଜିଲ୍ଲାରୁ ୧ ଜଣ .
ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ .
କୋରାପୁଟ ଜିଲ୍ଲାରୁ ୨ ଜଣ .
ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ .
ନୟାଗଡ଼ ଜିଲ୍ଲାରୁ ୧ ଜଣ .
ନୂଆପଡ଼ା ଜିଲ୍ଲାରୁ ୧ ଜଣ .
ପୁରୀ ଜିଲ୍ଲାରୁ ୧ ଜଣ .
ସମ୍ବଲପୁର ଜିଲ୍ଲାରୁ ୨ ଜଣ .
ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ .
ମୋଟ ୨୧ ଜଣ

ରାଜ୍ୟରେ ଗତ ୨୪ ଘଂଟାରେ ୧୧,୦୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କ୍ୱାରେଣ୍ଟିନରୁ : ୬୨୧୪ ଏବଂ ସ୍ଥାନୀୟ ସମ୍ପର୍କ: ୪୮୮୫ ଜଣ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦, ସୁନ୍ଦରଗଡରୁ ୯୮୩, କଟକରୁ ୮୬୭, ଅନୁଗୁଳରୁ ୫୫୨, ମୟୂରଭଞ୍ଜ: ୫୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂତନ ସକରାତ୍ମକ ମାମଲା: ୧୧୦୯୯

କ୍ୱାରେଣ୍ଟିନରେ: ୬୨୧୪

ସ୍ଥାନୀୟ ସମ୍ପର୍କ: ୪୮୮୫

ଜିଲ୍ଲା ୱାରୀ ମାମଲା:

୧ – ଅନୁଗୁଳ: ୫୫୨

୨ – ବାଲେଶ୍ୱର: ୪୦୮

୩ – ବରଗଡ: ୩୩୯

୪ – ଭଦ୍ରକ: ୪୩୧

୫ – ବଲାଙ୍ଗୀର: ୨୮୮

୬ – ବୌଦ୍ଧ: ୨୧୩

୭ – କଟକ: ୮୬୭

୮ – ଦେବଗଡ଼: ୧୦୭

୯ – ଢେଙ୍କାନାଳ: ୧୬୨

୧୦ – ଗଜପତି: ୮୨

୧୧ – ଗଞ୍ଜାମ: ୧୯୬

୧୨ – ଜଗତସିଂହପୁର: ୩୦୨

୧୩ – ଯାଜପୁର: ୩୭୮

୧୪ – ଝାରସୁଗୁଡା: ୩୦୭

୧୫ – କଳାହାଣ୍ଡି: ୨୯୯

୧୬ – କନ୍ଧମାଳ: ୮୮

୧୭ – କେନ୍ଦ୍ରାପଡା: ୧୫୬

୧୮ – କେନ୍ଦୁଝର: ୧୬୫

୧୯ – ଖୋର୍ଦ୍ଧା: ୧୪୬୦

୨୦ – କୋରାପୁଟ: ୨୮୦

୨୧ – ମାଲକାନଗିରି: ୧୦୨

୨୨ – ମୟୂରଭଞ୍ଜ: ୫୦୭

୨୩ – ନବରଙ୍ଗପୁର: ୩୫୧

୨୪ – ନୟାଗଡ଼: ୨୭୭

୨୫ – ନୁଆପଡା: ୨୩୨

୨୬ – ପୁରୀ: ୩୫୬

୨୭ – ରାୟଗଡ଼ା: ୧୭୦

୨୮ – ସମ୍ବଲପୁର: ୫୪୭

୨୯ – ସୋନପୁର: ୨୫୨

୩୦ – ସୁନ୍ଦରଗଡ: ୯୮୩

୩୧ – ରାଜ୍ୟ ପୁଲ୍: ୨୪୨

ନୂତନ ଆରୋଗ୍ୟ: ୧୦୨୪୨

ସଂଗୃହିତ ପରୀକ୍ଷଣ: ୧୧୦୫୮୩୮୬ |

ସକରାତ୍ମକ: ୬୪୪୪୦୧

ମୋଟ ଆରୋଗ୍ୟ: ୫୩୬୫୯୫

ସକ୍ରିୟ ମାମଲା: ୧୦୫୩୭୫

Related Posts

About The Author

Add Comment