ରାଉରକେଲା ରହମତ ବସ୍ତି ନିକଟରେ ଅଗ୍ନିକାଣ୍ଡ

Spread the love
ରାଉରକେଲା,୨୫/୧୨/୨୦୨୦ (ସନ୍ଧାନ ନିଉଜ) : ରାଉରକେଲାର ନୟାବଜ଼ାର ନିକଟ ରହମତ ବସ୍ତି ନିକଟରେ ଅଗ୍ନିକାଣ୍ଡ ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ନୟାବଜ଼ାର ଏଠାରେ ଜମା ହୋଇଥିବା ପୁରୁଣା ଟାଇଆର ଓ ସ୍କ୍ରକ୍ଷପରେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଛି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଜାରି ରଖିଛନ୍ତି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି !

Related Posts

About The Author

Add Comment